ମୋଦିଙ୍କ ଗସ୍ତ ଭାଙ୍ଗିଲା ୨୦ ବର୍ଷର ରେକର୍ଡ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷାଦ୍ୱୀପ ଗସ୍ତ ପରେ ' ଲକ୍ଷାଦ୍ୱୀପ କୀୱାର୍ଡ' ଗୁଗୁଲ ସର୍ଚ୍ଚରେ ୨୦ ବର୍ଷର ରେକର୍ଡ ଭାଙ୍ଗିଛି । ୨୦ ବର୍ଷ ମଧ୍ୟରେ ଏଭଳି ପ୍ରଥମ ଥର ପାଇଁ ଘଟିଛି । ଯେତେବେଳେ ଗୁଗୁଲରେ ସାରା ବିଶ୍ୱରେ ଲକ୍ଷାଦ୍ୱୀପ ସର୍ଚ୍ଚ କରାଯାଉଛି । ସୁଚନାନୁସାରେ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଲକ୍ଷାଦ୍ୱୀପ ଗସ୍ତରେ ଯାଇଥିଲେ । ଆଉ ସେଠାରୁ ସେ ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଫଟୋ ଏବଂ ଭିଡିଓ ସେୟାର କରିଥିଲେ ।

ଥ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଲକ୍ଷା ଦ୍ୱୀପ ଗସ୍ତକୁ ନେଇ ଗୁଗୁୁଲ ସର୍ଚ୍ଚ ଯେତିକି ହୋଇନଥାନ୍ତା , କିନ୍ତୁ ଭାରତ ଓ ମାଳଦ୍ୱୀପ ମଧ୍ୟରେ ବିବାଦର ପ୍ରଭାବ ଦ୍ୱାରା ଏବେ ଗୁଗୁଲ ସର୍ଚ୍ଚର ସବୁ ରେକର୍ଡ ଭାଙ୍ଗିଛି । ମାଲଦ୍ୱୀପର ମନ୍ତ୍ରୀ ତଥା ଅନ୍ୟ କ୍ୟାବିନେଟ୍ ସଦସ୍ୟ ତଥା ସରକାରୀ କର୍ମଚାରୀଙ୍କ ହସ୍ତକ୍ଷେପ କରିବା ଦ୍ୱାରା ଏବେ ବିଶ୍ୱରେ ଲୋକମାନେ ଲକ୍ଷାଦ୍ୱୀପକୁ ଅଧିକ ପସନ୍ଦ କରୁଥବବା ବେଳେ ମାଲଦ୍ୱୀପକୁ ଘୃଣା କରିବା ଆରମ୍ଭ କରିଛନ୍ତି ।

pm modi visit lakshadweep

ସୂଚନାଯୋଗ୍ୟ, ମୋଦିଙ୍କ ଉପରେ ମାଲଦ୍ୱୀପ ନେତାଙ୍କ ବିବାଦୀୟ ବୟାନ ପରେ ୰ଈକ୍ଟଚ୍ଚମକ୍ଟଗ୍ଧଗ୍ଧଗବକ୍ଷୟସଙ୍ଖରଗ୍ଦ ଭାରତରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଲୋକ ମାଲଦ୍ୱୀପ ଯିବାକୁ ଯୋଜନା ବନ୍ଦ କରି ଦେଇଛନ୍ତି । ଭାରତରୁ ବହୁ ସଂଖ୍ୟକ ଲୋକ ମାଲଦ୍ୱୀପ ପରିଦର୍ଶନ କରନ୍ତି । ଏବେ ଲୋକମାନେ ଲାକ୍ଷାଦୀପ ଯିବାକୁ ଯୋଜନା କରୁଛନ୍ତି ।

ପିଏମ୍ ମୋଦିଙ୍କ ଏହି ଗସ୍ତ ପରେ ଲୋକାମାନେ ଗୁଗୁଲରେ ଆଣ୍ଡାମାନ ନିକୋବରର ଜନସଂଖ୍ୟା, ସଂସ୍କୃତି, ହୋଟେଲ, ରେଷ୍ଟୁରାଣ୍ଟ ବିଷୟରେ ସର୍ଚ୍ଚ ହେଉଛି । ଲକ୍ଷାଦୀପକୁ ନେଇ ଗୁଗୁଲରେ ପ୍ରତ୍ୟେକ ଦିନ ୧ଳକ୍ଷରୁ ଅଧିକ ସର୍ଚ୍ଚ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+