ସରକାରୀ କର୍ମଚାରୀଙ୍କୁ ମିଳିବ ଦୀପାବଳି ବୋନସ

Diwali Bonus 2023: ଦିପାବଳୀରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦି ସରକାର ଏକ ବଡ ଉପହାର । ସରକାର ମଙ୍ଗଳବାର ଦିନ ଦିପାବଳୀ ବୋନସ ଘୋଷଣା କରିଛନ୍ତି। ଏହା ଅଧୀନରେ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ବର୍ଗର କର୍ମଚାରୀମାନେ 30 ଦିନର ବେତନ ସହିତ ସମାନ ଟଙ୍କା ପାଇବେ ।

ଦିପାବଳୀ ଅବସରରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ଆଡ୍-ହକ୍ ବୋନସ୍ ଦେବା ନେଇ କେନ୍ଦ୍ର ମନ୍ତ୍ରଣାଶ ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ଅଣ-ଗେଜେଟେଡ୍ କର୍ମଚାରୀ କେନ୍ଦ୍ର ସରକାରଙ୍କ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ଅଧୀନରେ ଥିବା, ଯେଉଁମାନେ କୌଣସି ବୋନସ୍ ସ୍କିମ୍ ଅଧୀନରେ ନାହାଁନ୍ତି ସେମାନଙ୍କୁ ମଧ୍ୟ ବୋସ୍ ମିଳିବ । ଅର୍ଥ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ସୂଚନା ଦେଇଛି ଯେ, 2022-23 ପାଇଁ କେନ୍ଦ୍ର ସରକାରଙ୍କ ଅଣ-ଗେଜେଟେଡ୍ କର୍ମଚାରୀଙ୍କ ପାଇଁ 7000 ଟଙ୍କା ବୋନସ୍ ଘୋଷଣା କରାଯାଇଛି।

Diwali Bonus 2023

ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦିପାବଳୀ ବୋନସ ସେଗି କେନ୍ଦ୍ର ସପକାରୀ କର୍ମଚାରୀଙ୍କୁ ଦିଆଯିବ ଯେଉଁମାନେ ମାର୍ଚ୍ଚ 31,2023 ପର୍ଯ୍ୟନ୍ତ ସେବା କରିଆସୁଛନ୍କି ଏବଂ 2022-23 ବର୍ଷ ମଧ୍ୟରେ ଅତି କମରେ 6 ମାସ କାମ କରିଛନ୍ତି । ତେବେ ଆଜି କ୍ୟାବିନେଟ୍ ବୈଠକରେ ଡିଏ ବୃଦ୍ଧି ନେଇ ଘୋଷଣା କରାଯାଇ ପାରେ ।

ସୂଚନାନୁସାରେ, ମୋଦି କ୍ୟାବିନେଟ୍ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ମଧ୍ୟ ବୃଦ୍ଧି କରିପାରନ୍ତି । ସୂତ୍ରରୁ ପ୍ରକାଶ ଯେ ମହଙ୍ଗା ଭତ୍ତା 4 ପ୍ରତିଶତ ବୃଦ୍ଧି ପାଇଁ 46 ପ୍ରତିଶତକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+