ମୋଦି ସରକାଙ୍କ ୩.୦ ବଜେଟ୍: କେଉଁ ବିଭାଗକୁ ମିଳିବ କେତେ ଟଙ୍କା !
Union Budget 2025: ଆଜି ସଂସଦରେ ମୋଦି ସରକାଙ୍କ ୩.୦ ବଜେଟ୍ ଆସିବ । ଦିନ ୧୧ଟାରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ଉପରେ ସମସ୍ତ ନଜର ରହିଛି ଏବଂ ଭରପୁର ଆଶା ମଧ୍ୟ ରଖିଛନ୍ତି ସାଧାରଣ ଲୋକ ।
ଚଳଇତ ବର୍ଷ ବଜେଟରେ ମହଙ୍ଗା ନିୟନ୍ତ୍ରଣ ନେଇ ଆସି ପାରେ ବଡ଼ ପଦକ୍ଷେପ। ସରକାର ମୁଦ୍ରାସ୍ଫୀତି ଓ ଟିକସ କ୍ଷେତ୍ରରେ ଲୋକଙ୍କ ପାଇଁ ବଡ଼ ଘୋଷଣା କରିପାରନ୍ତି। ସବୁଠାରୁ ବଡ ଉପହାର ସ୍ବରୂପ ଟିକସ ରିହାତି ଆକାରରେ ମିଳିବାର ସମ୍ଭାବନା ରହିଛି । ବଜେଟ ୨୦୨୫କୁ ନେଇ ଜମ୍ମୁ ଏବଂ କାଶ୍ମୀର ପରିଷଦର ଅଧ୍ୟକ୍ଷ ମାଣିକ ବାତ୍ରା କହିଛନ୍ତି, "ଆମେ କେନ୍ଦ୍ରୀୟ ବଜେଟକୁ ନେଇ ବହୁତ ଉତ୍ସାହିତ। ପ୍ରତ୍ୟେକ ସାଧାରଣ ଲୋକ ଟିକସ ରିହାତି ଆଶା କରନ୍ତି। ଆମେ ଆଶା କରୁଛୁ ଯେ କିଛି ଟିକସ ସ୍ଲାବ ବୃଦ୍ଧି କରାଯିବ ।

ସୂଚନାଥାଉ ଯେ, ଆଜି ପ୍ରଥମେ ଅର୍ଥମନ୍ତ୍ରୀ ନିଜ ବାସଭବନରୁ ନର୍ଥ ବ୍ଲକ ଅଭିମୁଖେ ବାହାରିବେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ବୈଠକ ସଂସଦ ପରିସରରେ ପୂର୍ବାହ୍ନ ୧୦ଟା ୧୫ରୁ ୧୦ଟା ୪୦ ମଧ୍ୟରେ ବସିବ, ଯେଉଁଥିରେ ବଜେଟକୁ ମଞ୍ଜୁରୀ ମିଳିବ ଏବଂ ସେଠାରୁ ଅର୍ଥମନ୍ତ୍ରୀ ଲୋକସଭାରେ ପହଞ୍ଚିବେ। ଏହା ଦିନ ପ୍ରାୟ ୧୧ଟାରେ ବଜେଟ୍ ଉପସ୍ଥାପନା କରାଯିବ ।
ମହିଳଆ ସଶକ୍ତିକରଣ ପାଇଁ ହୋଇପାରେ ବଡ଼ ଘୋଷଣା । ସେହିପରି ଗରିବ କଲ୍ୟାଣ ଯୋଜନାରେ ବଢିପାରେ ବ୍ୟୟବରାଦ । ସେହିପରି ପିଏମ୍ ଆବାସ, ଆୟୁଷ୍ମାନ ସ୍କିମରେ ମଧ୍ୟ ବ୍ୟୟବରାଦ ବୃଦ୍ଧି ପାଇନେଇ ଆଶା କରାଯାଉଛି । ସେହିପରି କୃଷି କ୍ଷେତ୍ରକୁ ନେଇ ମଧ୍ୟ ସରକାର କିଛି ବଡ଼ ଘୋଷଣା କରିପାରନ୍ତି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications