ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ବନ୍ଧିତ କ୍ଯାବିନେଟ କମିଟି ବୈଠକ
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଚାଲିଛି ସୁରକ୍ଷା ସମ୍ବନ୍ଧିତ କ୍ଯାବିନେଟ କମିଟି ବୈଠକ। ସିଡିଏସ ବିପିନ ରାବତଙ୍କ ଦୁଖଦ ମୃତ୍ୟୁ ପରେ ଏହି ଗୁରୁତ୍ବପୂର୍ଣ ବୈଠକରେ ଆଲୋଚନା ଚାଲିଛି ମୋଦୀଙ୍କ ଅଧ୍ୟକ୍ଷତାରେ।

ସିଡିଏସ ବିପିନ ରାବତଙ୍କ ସମେତ ୧୪ ଜଣଙ୍କୁ ନେଇ ଯାଉଥିବା ବାୟୁସେନାର ହେଲେକୋପ୍ଟର ଦୁର୍ଘଟଣାର ନୂତନ ତଥ୍ୟ ସାମ୍ନା କୁ ଆସିଛି। ୧୪ ଜଣଙ୍କ ମଧ୍ୟରୁ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳୁଛି। ଏହି ସମ୍ବନ୍ଧରେ ସଂବାଦ ଏଜେନ୍ସି ଏଏନଆଇ ପକ୍ଷରୁ ଟୁଇଟ କରି ସୂଚନା ଦିଆ ଯାଇଛି। ସ୍ଥଳ ସେନା ମୁଖ୍ୟ ଜେନେରାଲ ଏମଏନ ନରବନେ ଦୁର୍ଘଟଣା ସମ୍ବନ୍ଧିତ ବିସ୍ତ୍ରୁତ ତଥ୍ୟ ବୈଦେଶିକ ମନ୍ତ୍ରୀ ରାଜନାଥ ସିଂଙ୍କୁ ଅବଗତ କରିଛନ୍ତି।












Click it and Unblock the Notifications