Get Updates
Get notified of breaking news, exclusive insights, and must-see stories!

ମୋଦି କ୍ୟାବିନେଟରେ ଜାଣନ୍ତୁ କାହାକୁ ମିଳିଲା ରାଜ୍ୟପାହ୍ୟା ମନ୍ତ୍ରୀପଦ

ଶପଥ ନେବାର ପ୍ରାୟ ୨୪ ଘଣ୍ଟା ପରେ ମୋଦି ୩.୦ ସରକାର କାହାକୁ କେଉଁ ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି, ତା'ର ତାଲିକା ଜାରି କରିଛନ୍ତି। ତେବେ ମୋଦି କ୍ୟାବିନେଟରେ ଜାଣନ୍ତୁ କାହାକୁ ମିଳିଲା ରାଜ୍ୟପାହ୍ୟା ମନ୍ତ୍ରୀପଦ

Modi Cabinet

ରାଜ୍ୟପାହ୍ୟା ମନ୍ତ୍ରୀ
ଜିତିନ ପ୍ରସାଦ- ବାଣିଜ୍ୟ, ଶିଳ୍ପ, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯ୍ୟୁକ୍ତି
ଶ୍ରୀପଦ ୟେସୁ ନାଇକ୍- ଶକ୍ତି, ନୂଆ ଓ ରିନୁୃ୍ୟଏବୁଲ ଶକ୍ତି
ପଙ୍କଜ ଚୌଧୁରୀ - ଅର୍ଥ
କିଷାନ ପାଲ- ଯୋଗାଯୋଗ
ଋାମଦାଶ ଅଠାୱଲେ- ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ
ଋାମନାଥ ଠାକୁର- କୃଷି ଏବଂ କୃଷକ କଲ୍ୟାଣ
ନିତ୍ୟାନନ୍ଦ ରାୟ - ଘରୋଇ ବ୍ୟାପାର
ଅନୁପ୍ରିୟା ପଟେଲ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାର ଓ ରଶାୟନ
ଭି ସୁମୋନ୍ନା - ଜଳଶକ୍ତି, ରେଳମନ୍ତ୍ରଣାଳୟ
ଚନ୍ଦ୍ରଶେଖର ପେମାସାନୀ- ଗ୍ରାମୀଣ ବିକାଶ, ଯୋଗାଯୋଗ
ଏସପି ସିଂ ବଘେଲ- ମତ୍ସ୍ୟ, ପଶୁପାଳନ
ସୁଶ୍ରୀ ଶୋଭା କରଣ୍ଡଲଜେ- ଏମଏସଏମଇ ଏବଂ ଶ୍ରମ, ନିଯୁକ୍ତି
କୀର୍ତ୍ତିବର୍ଦ୍ଧନ ସିଂ- ପରିବେଶ, ଜଙ୍ଗଲ ବୈଦେଶିକ ବ୍ୟାପାର
ବିଏଲ ବର୍ମା- ଖାଉଟି, ଖାଦ୍ୟ ଓ ସାଧାରଣ ବଣ୍ଟନ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ
ଶାନ୍ତୁନୁ ଠାକୁର- ବନ୍ଦର, ଜଳପଥ
ସୁରେଶ ଗୋପୀ- ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ପର୍ଯ୍ୟଟନ
ଏଲ ମୁରଗନ-ସୂଚନା, ପ୍ରସାରଣ, ସଂସଦୀୟ ବ୍ୟାପାର
ଅଜୟ ଟମଟା- ସଡକ, ପରିବହନ, ରାଜମାର୍ଗ
ବନ୍ଦୀ ସଂଜୟ କୁମାର - ଘରୋଇ ବ୍ୟାପାର
କମଲେଶ ପାଶୱାନ- ଗ୍ରାମୀଣ ବିକାଶ
ଭଗିରଥ ଚୌଧୁରୀ - କୃଷି ଓ କୃଷକ ମନ୍ତ୍ରଣାଳୟ
ସତୀଶ ଚନ୍ଦ୍ର ଦୁବେ- କୋଇଲା, ଖଣିଜ ମନ୍ତ୍ରଣାଳୟ
ସଂଜୟ ସେଠ୍- ପ୍ରତିରକ୍ଷା
ରବନୀତ ସିଂ- ଖାଦ୍ୟ ପ୍ରକ୍ରିୟାକରଣ, ରେଳ ମନ୍ତ୍ରଣାଳୟ
ଦୁର୍ଗାଦାସ ୱିକେ- ଆଦିବାସୀ ବ୍ୟାପାର
ଋକ୍ଷା ନିଖିଲ ଖଡସେ- ଯୁବ ବ୍ୟାପାର, କ୍ରୀଡା
ସୁକାନ୍ତ ମଜୁମଦାର- ଶିକ୍ଷା, ଉତର-ପୂର୍ବ ବିକାଶ
ସାବିତ୍ରୀ ଠାକୁର- ମହିଳା ଓ ବାଳ ବିକାଶ
ଟୋଖନ ସାହୁ- ଗୃହ ଓ ସହରୀ ବିକାଶ
ରାଜଭୂଷଣ ଚୌଧୁରୀ - ଜଳଶକ୍ତି
ଭୂପତି ରାଜୁ- ଭାରୀଶିଳ୍ପ ଏବଂ ଷ୍ଟିଲ
ହର୍ଷ ମାଲହୋତ୍ରା - କର୍ପୋରେଟ ବ୍ୟାପାର, ସଡକ, ପରିବହନ
ନିମ୍ବୁଏନ ଜୟନ୍ତୀ ଭାଇ - ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ
ମୁରଲୀଧର ମୋହୋଲ- ବେସାମରିକ ମନ୍ତ୍ରଣାଳୟ ଓ ସହଯୋଗ
ଜର୍ଜ କୋରିଆନ - ଅଳ୍ପସଂଖ୍ୟକ ବ୍ୟାପାର, ମତ୍ସ୍ୟ, ପଶୁପାଳନ
ପବିତ୍ର ମାର୍ଗେଟିଆ - ବୈଦେଶିକ ବ୍ୟାପାର ଏବଂ ବୟନ ଶିଳ୍ପ

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+