Get Updates
Get notified of breaking news, exclusive insights, and must-see stories!

ଖୁବଶୀଘ୍ର ପରସ୍ପରକୁ ଭେଟିବେ ମୋଦି ଏବଂ ପୁଟିନ

ନୂଆଦିଲ୍ଲୀ: ଖୁବଶୀଘ୍ର ପରସ୍ସପରକୁ ଭେଟିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଚଳିତ ବର୍ଷ ଦୁଇ ନେତାଙ୍କ ମଧ୍ୟରେ ବୈଠକ ବସିପାରେ । ଭାରତର ରାଷ୍ଟ୍ରଦୂତ ପୱନ କପୁର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈଠକକୁ ନେଇ କହିଛନ୍ତି ଯେ ଉଚ୍ଚ ସ୍ତରୀୟ ଆଲୋଚନା ଚାଲିଛି। ନିକଟରେ ଅନୁଷ୍ଠିତ ଜି -20 ସମ୍ମିଳନୀକୁ ପୁଟିନ ଯୋଗଦେଇ ନଥିବା କାରଣରୁ ଆଶା କରାଯାଉଛି ଯେ ଏଭଳି ପରିସ୍ଥିତିରେ ସେ ବର୍ତ୍ତମାନ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ପାରନ୍ତି ।

ତେବେ ଶେଷ ଥର ପାଇଁ ସଙ୍ଘାଇ କର୍ପୋରେସନ ଆର୍ଗାନାଇଜେସନ ସମ୍ମିଳନୀରେ ଦୁଇ ନେତା ପରସ୍ପରକୁ ଶେଷ ଥର ପାଇଁ ଭେଟିଥିଲେ । ଯାହା ୨୦୨୨ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହୋଇଥିଲା । ତେବେ ଏହି ସମୟରେ ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବା ପାଇଁ ମୋଜି ପୁଟିନଙ୍କୁ କହିଥିଲେ ହେଲେ ସେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିଥିଲା ।

 Putin

ଅନ୍ୟପକ୍ଷରେ କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ସ୍ପୁଟନିକକୁ ପାଶ୍ଚାତ୍ୟ ଗଣମାଧ୍ୟମର ଦାବି ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ 2022 ଶେଷ ପର୍ଯ୍ୟନ୍ତ ଦୁଇ ନେତାଙ୍କ ମଧ୍ୟରେ କୌଣସି ବୈଠକ ହେବାର ଯୋଜନା ନାହିଁ । କେହି ମଧ୍ୟ ପରସ୍ପରକୁ ଭେଟିବା ପାଇଁ ମନା କରି ନାହାଁନ୍ତି ସେ ଆହୁରି କହିଛନ୍ତି ଯେ, 2023 ରେ ଧାର୍ଯ୍ୟ ବୈଠକ ପାଇଁ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ହୋଇଛି। ଋଷର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ସମାନ କଥା ଦୋହରାଇଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ନିକଟରେ ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରସଂଶା କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+