ଆରମ୍ଭ ହେଲା ମୋଦି ୩.୦ ସରକାର: ମନ୍ତ୍ରୀଙ୍କୁ ଟାସ୍କ ଦେଲେ ମୋଦି
PM Modi: ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରରେ ଏପରି ସରକାର ଚଳାଇବାକୁ ସୁଯୋଗ ପାଇଛନ୍ତି ଯେଉଁଥିରେ ବିଜେପିର ସଂଖ୍ୟାଗରିଷ୍ଠତା ନାହିଁ ହେଲେ ଏହା ପ୍ରକୃତ ଅର୍ଥରେ ଏକ ମେଣ୍ଟ ସରକାର । ଗତକାଲି ମୋଦିଙ୍କ ସମେତ ଶପଥ ନେଇଛନ୍ତି ନୂଆ ମନ୍ତ୍ରୀମଣ୍ତଳ । ତେବେ ଆରମ୍ଭ ହୋଇଛି ମୋଦି ୩.୦ ସରକାର । ଏହା ସହ ଲାଗୁ ହୋଇ ଯାଇଛି ନୂଆ ନିୟମ । ସପ୍ତାହର ପ୍ରଥମ ୪ ଦିନ କୌଣସି ମନ୍ତ୍ରୀ ନିଜ ଅଫିସ୍ ଛାଡି ବାହରକୁ ନ ଯିବା ପାଇଁ ମୋଦି ନିର୍ଦ୍ଦେଶ ଦେଇଛନ୍ତି ।













Click it and Unblock the Notifications