ଆଜି ଅପରାହ୍ନ ୫ଟା ୩୦ରେ MoD-MEA ପ୍ରେସମିଟ୍
ଆଜି ସନ୍ଧ୍ୟା ସାଢେ ୫ଟାରେ ବଡ଼ ସୂଚନା ଆସିପାରେ। ପ୍ରେସମିଟ୍ କରି ସୂଚନା ଦେବେ ସେନା ଓ ବୈଦେଶିକ ମନ୍ତ୍ରାଳୟ। 'ଅପରେସନ ସିନ୍ଦୂର'କୁ ନେଇ ପୁଣି ବଡ଼ ଖବର ଆସିପାରେ। ଅପରେସନ ନେଇ ଅପଡେଟ ସୂଚନା ଦେବ ବିଦେଶ ମନ୍ତ୍ରଣାଳୟ। ଅପରାହ୍ଣ ୫ଟା ୩୦ରେ ସାମ୍ୱାଦିକ ସମ୍ମିଳନୀ। ବିଦେଶ ମନ୍ତ୍ରଣାଳୟ ଓ ସେନାର ମିଳିତ ସାମ୍ୱାଦିକ ସମ୍ମିଳନୀ ହେବ।

ଭାରତ-ପାକିସ୍ତାନ ସ୍ଥିତି ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ। ଆଜି ଅପରାହ୍ନରେ ୫ଟା ୩୦ରେ MoD-MEA ପ୍ରେସମିଟ୍। ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରାଳୟର ଯୁଗ୍ମ ପ୍ରେସମିଟ୍। ଅପରେସନ ସିନ୍ଦୂର ବାବଦରେ ଦେବେ ବିସ୍ତୃତ ସୂଚନା।












Click it and Unblock the Notifications