ୱାକଫ୍ ଆଇନକୁ ନେଇ ବିଧାନସଭାରେ ହାଇଡ୍ରାମା

ବିଧାନସଭାରେ ଆଜି ଦେଖିବାକୁ ମିଳିଛି ନୂଆ ପାଲା । ବିଧାନସଭାରେ ବିଧାୟକମାନଙ୍କ ଭିତରେ ହୋଇଛି ଠେଲାପେଲା । ୱାକଫ୍ ଆଇନକୁ ନେଇ ଜମ୍ମୁ କାଶ୍ମୀର ବିଧାନସଭା ପରିସରରେ ସଦସ୍ୟଙ୍କ ଭିତରେ ହାତାହାତି ପରିସ୍ଥିତି ବି ସୃଷ୍ଟି ହୋଇଛି । ଯାହକୁ ରୋକିବାକୁ ଚେଷ୍ଟା କରିଛନ୍ତି ସୁରକ୍ଷାକର୍ମୀ । ତେବେ ୱାକଫ୍ ଆଇନ ଉପରେ ଗୃହରେ ଆଲୋଚନା ଦାବି କରି ଜେକେଏନସିର ବିଧାୟକ ଏବଂ ଏନସି ବିଧାୟକମାନେ ଗୃହରେ ହଟ୍ଟଗୋଳ କରିଥିଲେ । ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଗୃହକୁ ଅପରାହ୍ନ ୧ଟା ଯାଏଁ ମୁଲତବୀ ରଖାଯାଇଛି ।

MLAs in J amp amp K Assembly clash i

ଦୁଇ ଦିନ ତଳେ ନ୍ୟାସନାଲ କନଫରେନ୍ସ ନେତା ତନବୀର ସାଦିକ ୱାକଫ ବିଲ୍ ଉପରେ ମୁଲତବୀ ପ୍ରସ୍ତାବକୁ ମଞ୍ଜୁରୀ ଦେବାକୁ ଦାବି କରିଥିବା ବେଳେ ବିଜେପି ବିଧାୟକମାନେ ଏହାକୁ ବିରୋଧ କରିଥିଲେ ଯାହା ପରେ ବିଧାନସଭାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଉଭୟ ଦଳର ସଦସ୍ୟ ଗୃହରେ ନାରାବାଜୀ ଲଗାଇବା ପରେ ନ୍ୟାସନାଲ କନଫରେନ୍ସ ବିଧାୟକ ହିଲାଲ ଲୋନ ଏବଂ ସଲମାନ ସାଗର ୱାକଫ ବିଲର କପିକୁ ଚିରି ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+