ମିଥୁନଙ୍କୁ ବଡ଼ ବୟାନ, କହିଲେ ରାଜ୍ୟରେ ଯଦି ବିଜେପି.....

ମିଥୁନ ଚକ୍ରବର୍ତ୍ତୀ ବିଜେପି କାର୍ଯ୍ୟକ୍ରମରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ବିଜେପି ନିର୍ବାଚନରେ ବିଜୟୀ ନହୁଏ, ତେବେ ପଶ୍ଚିମବଙ୍ଗରେ ହିନ୍ଦୁ ବଙ୍ଗୀୟଙ୍କ ଅସ୍ତିତ୍ୱ ବିପଦରେ ପଡ଼ିବ। ମିଥୁନ ଚକ୍ରବର୍ତ୍ତୀ ତାଙ୍କ ଭାଷଣରେ କହିଛନ୍ତି ଯେ, "ଆମକୁ ଜିତିବାକୁ ପଡିବ, ଏବଂ ଏହାର କେବଳ ଗୋଟିଏ କାରଣ ଅଛି। ବାଂଲାଦେଶ ଯାହା ଘଟିଲା ସେଥିରୁ ଆମକୁ ଶିକ୍ଷା ପାଇବା ଉଚିତ।

ଯଦି ଆମେ ଜିତିବା ନାହିଁ, ତେବେ ପଶ୍ଚିମବଙ୍ଗରେ ହିନ୍ଦୁ ବଙ୍ଗୀୟମାନେ ବଞ୍ଚିପାରିବେ ନାହିଁ। ଯଦି ଆମେ ଜିତିବା ନାହିଁ, ତେବେ ବିଜେପି ସମର୍ôଥତ ହିନ୍ଦୁ ବଙ୍ଗୀୟମାନେ ସୁରକ୍ଷିତ ରହିବେ ନାହିଁ। କାରଣ ବିରୋଧୀ ପ୍ରସ୍ତୁତ ହୋଇ ବସିଛନ୍ତି ଏବଂ କହୁଛନ୍ତି ଯେ ଯଦି ସେମାନେ ପୁଣି କ୍ଷମତାକୁ ଆସନ୍ତି, ତେବେ ସେମାନେ ଆମକୁ ଶେଷ କରିଦେବେ।"

Mithun Chakraborty

ମିଥୁନ ଚକ୍ରବର୍ତ୍ତୀ ତାଙ୍କ ସମର୍ଥକମାନଙ୍କୁ ବ୍ୟକ୍ତିଗତ ବିଚାରଧାରା କିମ୍ବା ପସନ୍ଦ ଏବଂ ନାପସନ୍ଦକୁ ଅଲଗା ରଖି ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ଉପରେ ଧ୍ୟାନ ଦେବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, "ବର୍ତ୍ତମାନ ଅନ୍ୟ କିଛି ଚିନ୍ତା କରିବାର ଆବଶ୍ୟକତା ନାହିଁ। ପ୍ରଥମେ ଆମକୁ ନିର୍ବାଚନ ଜିତିବାକୁ ପଡିବ। ମୁଁ ଏହା ପସନ୍ଦ କରେ କି ତାହା ପସନ୍ଦ କରେ ନାହିଁ, ସେକଥା ପରେ ଭାବିବା। ପ୍ରଥମେ ବିଜେପି ପ୍ରାର୍ଥୀଙ୍କୁ ଜିତାଇ ଦିଅ, ଦଳକୁ ଜିତାଇ ଦିଅ। ଏହା ଆମ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+