ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ କରିଛି
PM Modi Big Announcement: ଭାରତ ଆଜି ମିଶନ ଦିବ୍ୟସ୍ତ୍ରାର ପରୀକ୍ଷା କରିଛି। ପ୍ରଧାନମନ୍ତ୍ରୀ ମୋଦି ସୋମବାର ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ପୋଷ୍ଟ ସେୟାର କରି 'ମିଶନ ଦିବ୍ୟାସ୍ତ୍ର' ପାଇଁ ଡିଆରଡିଓ ବୈଜ୍ଞାମିକଙ୍କୁ ପ୍ରଶଂସା କରିଛନ୍ତି । ବାଲେଶ୍ୱର ଅବଦୁଲ କଲାମ ଦ୍ୱୀପରେ ଅଗ୍ନି-୫ର ସଫଳ ପରୀକ୍ଷଣ ହୋଇଛି ।

Proud of our DRDO scientists for Mission Divyastra, the first flight test of indigenously developed Agni-5 missile with Multiple Independently Targetable Re-entry Vehicle (MIRV) technology.
— Narendra Modi (@narendramodi) March 11, 2024
ତେବେ ସ୍ୱେଦେଶୀ ରୂପେ ବିକଶିତ ହୋଇଥିବା ଅଗ୍ନି-୫ ମିସାଇଲର ପ୍ରଥମ ଉଡାଣ ସଫଳ ହୋଇଥିବା ନେଇ ପ୍ରଧାନମନ୍ତ୍ରୀ ନିଜେ ଏନେି ସୂଚନା ଦେଇଛନ୍ତି ।
A momentous day for our nation.
Heartfelt congratulations to our @DRDO_India scientists and citizens for the successful Mission Divyastra, the first flight test of the indigenously developed Agni-5 missile.
The missile equipped with cutting-edge Multiple Independently…
— Amit Shah (Modi Ka Parivar) (@AmitShah) March 11, 2024
ସୂଚନାଥାଉ ଯେ, ବାଲେଶ୍ୱର ଭୂପୃଷ୍ଠରୁ ଆନ୍ତଃମହାଦେଶୀୟ ବାଲିଷ୍ଟିକ ମିଜାଇଲ୍ ୨୫କମ ଭର୍ସନର ପରୀକ୍ଷଣ ହୋଇଛି । ଅଗ୍ନି-୫ର ଲକ୍ଷ୍ୟଭେଦ କ୍ଷମତା ରହିଛି ୫ ହଜାର କିଲୋମିଟର ଏବଂ ଏହା ୧.୫ ଟନ ଓଜନନର ଅଣୁ ଏବଂ ପରମାଣୁ ବହନ କରିବାର କ୍ଷମତା ରଖିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏହା ସ୍ୱେଦଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ତେବେ ଏହ ପରୀକ୍ଷଣର ସଫଳତା ପାଇଁ ଡିଆର୍ ଡିଓ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।












Click it and Unblock the Notifications