୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: ୧୩ ଜଣଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ

ନୂଆଦିଲ୍ଲୀ: ଜାରି ହେଲା ବିଜେପି କେନ୍ଦ୍ରୀୟ ପଦାଧିକାରୀଙ୍କ ତାଲିକା । ୩୮ ଜଣିଆ ନୂଆ ତାଲିକା ଜାରି କଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଏହି ତାଲିକାରେ କିଛି ନୂଆ ଚେହେରାଙ୍କୁ ସ୍ଥାନ ମିଳିଛି । ତୃତୀୟ ଥର ପାଇଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେଲେ ବୈଜୟନ୍ତ ପଣ୍ତା । ସେହିପରି ତାଲିକାରେ ବାନ୍ଦି ସଞ୍ଜୟ କୁମାର ଏବଂ ରାଧାମୋହନ ଅଗ୍ରୱାଲଙ୍କୁ ସାମିଲ କରାଯାଇଛି । ତେବେ ଯେଉଁ ଯେଉଁ ଜିଲ୍ଲାରେ ବିଧାନସଭା ନିର୍ବାଚନ ହେବା ପାଇଁ ଯାଉଛି ସେହି ସମସ୍ତ ରାଜ୍ୟର ନେତାଙ୍କୁ ରାଷ୍ଚ୍ରୀୟ ଉପାଧ୍ୟକ୍ଷ ପଦବୀ ମିଳିଛି ।

BJP

ନଡ୍ଡାଙ୍କ ଟିମରେ ଛତିଶଗଡର ପୂର୍ବତମ ମୁଖ୍ୟମନ୍ତ୍ରୀ ରମଣ ସିଂ, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସହ ରଘୁ ଦାସ, ଓଡ଼ିଶା ପାଇଁ ତୃତୀୟ ଥର ପାଇଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେଲେ ବୈଜୟନ୍ତ ପଣ୍ତା । ଦଳରେ କିଛି ନୂଆ ନେତାଙ୍କୁ ମଧ୍ୟ ଦାୟିତ୍ୱ ଦେଇଛନ୍ତି ନଡ୍ଡା ।

ସେହିପରି ଉତ୍ତରପ୍ରଦେଶ ସାଂସଦ ରାଧାମୋହନ ଅଗ୍ରୱାଲ, ମଧ୍ୟପ୍ରଦେଶରୁ କୈଳାଶ ବିଜୟବର୍ଗୀୟ, ରାଜସ୍ଥାନରୁ ସୁନୀଲ ବଂଶଲ, ବିଏଲ ଅନୀଲ ଆଣ୍ଟୋନି ଏବଂ ବାନ୍ଦି ସଞ୍ଜୟ କୁମାର ଏବଂ ରାଧାମୋହରନ ଅଗ୍ରୱାଲଙ୍କୁ ଦଳରେ ସାମିଲ କରାଯାଇଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+