କାବେରୀ ନଦୀରୁ ମିଳିଲା ନିଖୋଜ ପଦ୍ମଶ୍ରୀଙ୍କ ମୃତଦେହ, ୭ ଦିନ ହେବ ଥିଲେ ନିଖୋଜ
କାବେରୀ ନଦୀରୁ ମିଳିଲା ନିଖୋଜ ପଦ୍ମଶ୍ରୀଙ୍କ ମୃତଦେହ । କୃଷି ବୈଜ୍ଞାନିକ ଏବଂ ପଦ୍ମଶ୍ରୀ ଡ. ସୁବନ୍ନା ଆୟାପ୍ପନ ମୃତଦେହ ଉଦ୍ଧାର । ଶ୍ରୀରଙ୍ଗପାଟନାର ସାଇ ଆଶ୍ରମ ନିକଟ କାବେରୀ ନଦୀରୁ ଉଦ୍ଧାର ହୋଇଛି ତାଙ୍କ ମୃତ ଶରୀର ।
ମୈସୁରର ବିଶ୍ୱେଶ୍ୱର ନଗରରେ ରହୁଥିଲେ, ୭ ତାରିଖରୁ ନିଖୋଜ ଥିଲେ । ନଦୀକୂଳରୁ ସୁବନ୍ନା ଆୟାପ୍ପନଙ୍କ ସ୍କୁଟର ମଧ୍ୟ ଉଦ୍ଧାର କରିଛି ପୋଲିସ ।













Click it and Unblock the Notifications