ପି.ଭି ସିନ୍ଧୁଙ୍କ ନିର୍ବନ୍ଧ ‌ହେଲା ଶେଷ , ଏହି ତାରିଖରେ ହେବ ବିବାହ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିବି ସିନ୍ଧୁ ତାଙ୍କ ଜୀବନରେ ଏକ ନୂଆପଥରେ ଆଗେଇଛନ୍ତି। ପିବିଙ୍କ ହାଇଦ୍ରାବାଦର ବାସିନ୍ଦା ଭେଙ୍କଟ ଦତ୍ତା ସାଇଙ୍କ ସହିତ ଡିସେମ୍ବର ୧୪ ତାରିଖ‌ ଶନିବାର ଦିନ ନିର୍ବନ୍ଧ ହୋଇଛି। ଲକ୍ଷ୍ନୋରେ ସୟୈଦ ମୋଦି ଇଣ୍ଟରନେସନାଲରେ ସିନ୍ଧୁ ବିଜୟୀ ହେବା ପରେ ନିଜ ବିବାହ ତାରିଖ ଘୋଷଣା କରିଥିଲେ। ସିଦ୍ଧୁ ୨୨ ଡିସେମ୍ବରରେ ଉଦୟପୁରରେ ବାହାହେବେ ବୋଲି ଘୋଷଣା କରିଛନ୍ତି।

PV Sindhu gets engaged

ପିଭି ସିନ୍ଧୁ ନିର୍ବନ୍ଧ ବେଳର ଫଟୋକୁ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ସୂଚନା ଅନୁଯାୟି, ସିନ୍ଧୁ ଭାରତ ପାଇଁ ୨୦୧୯ ରେ ସ୍ୱର୍ଣ୍ଣ ସହିତ ଏଯାଏ ବିଶ୍ୱ ଚାମ୍ପିୟନସିପରୁ ମୋଟ ୫ଟି ପଦକ ଜିତିଛନ୍ତି। ଅନ୍ୟପଟେ ସେ ଅଲମ୍ପିକ୍ସରୁ ରୈପ୍ୟ ଓ କାଂସ୍ୟ ପଦକ ମଧ୍ୟ ଜିତିଛନ୍ତି। ୨୦୧୭ରେ ବୈଶ୍ୱିକ ସ୍ତରରେ ସେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୨ ନମ୍ବର ସ୍ଥାନ ଅଧିକାର କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+