ସପ୍ତାହେ ଭିତରେ ଶ୍ରୀମନ୍ଦିର ପରିଚାଳନା କମିଟି ହେବ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।ସପ୍ତାହକ ମଧ୍ୟରେ ପ୍ରକ୍ରିୟା ସରିବ କହିଲେ ଆଇନ ମନ୍ତ୍ରୀ