୨୦୨୭ ଜନଗଣନା ପାଇଁ ୧୧,୭୧୮.୨୪ କୋଟିର ବଜେଟ୍, ଘୋଷଣା କଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
୨୦୨୭ ଜନଗଣନା ପାଇଁ ୧୧,୭୧୮.୨୪ କୋଟିର ବଜେଟ୍ । ୧୧,୭୧୮.୨୪ କୋଟିର ବଜେଟ୍କୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଦେଶରେ ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା । ୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ପ୍ରସ୍ତୁତ ହେବ ଘର ତାଲିକା । ୨୦୨୭ ଫେବ୍ରୁଆରୀ ମାସରେ ହେବ ଜନଗଣନା।ଡିଜିଟାଲ ଉପାୟରେ ୨୦୨୭ ଜନଗଣନା ହେବ ବୋଲି କହିଛନ୍ତି ଅଶ୍ବିନୀ ବୈଷ୍ଣବ ।













Click it and Unblock the Notifications