ୟୁପିରେ ବିଜେପିର ବଡ଼ ବିଜୟ, ଅଯୋଧ୍ୟାର ପ୍ରତିଶୋଧ ମିଲ୍କିପୁରରେ

ୟୁପିର ଅଯୋଧ୍ୟାର ବହୁଚର୍ଚ୍ଚିତ ମିଲ୍କିପୁର ଆସନରେ ବିଜେପି ବିପୁଳ ବିଜୟ ହାସଲ କରିଛି । ଦଳର ପ୍ରାର୍ଥୀ ଚନ୍ଦ୍ରଭାନୁ ପାସଓ୍ବାନ ନିଜର ନିକଟତମ ପ୍ରାର୍ଥୀ ସମାଜବାଦୀ ପାର୍ଟିର ଅଜିତ ପ୍ରସାଦଙ୍କୁ ୬୧୭୧୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଏହା ସହିତ ଗତ ଲୋକସଭା ନିର୍ବାଚନରେ ଅଯୋଧ୍ୟା ପଡୁଥିବା ଫୈଜାବାଦ ଆସନରେ ହୋଇଥିବା ପରାଜୟର ପ୍ରତିଶୋଧ ନେଇଛି ବିଜେପି । ଏହି ବିଜୟକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନୈତିକ ବିଜୟ ବୋଲି କୁହାଯାଉଛି ।

bjp wins up

ଅବଧେଶ ପ୍ରସାଦ ମିଲ୍କିପୁର ବିଧାନସଭା ଆସନ ଛାଡ଼ି ଫୈଜାବାଦ ସାଂସଦ ହେବା ପରେ ଏହି ଆସନଟି ଖାଲି ରହିଥିଲା । ଫୈଜାବାଦ ଅଧିନରେ ବିଜେପିର ହିନ୍ଦୁତ୍ବ ରାଜନୀତିର କେନ୍ଦ୍ର ଅଯୋଧ୍ୟା ଆସୁଥିବାରୁ ସେଠାରେ ପରାଜୟ ବିଜେପିକୁ ବେଶ ବାଧିଥିଲା । ଫଳରେ ମିଲ୍କିପୁର ଉପନିର୍ବାଚନ ବିଜେପି ଓ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଥିଲା । ଏବେ ମିଲ୍ଲିପୁର ଆସନରେ ବିଜୟ ପରେ ବିଜେପି ସପା ଉପରେ ପ୍ରତିଶୋଧ ନେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+