ଜଳିଗଲା MIG-21 ଫାଇଟର ଏୟାରକ୍ରାଫ୍ଚ, 2 ପାଇଲଟ ଶହୀଦ
ଦୁର୍ଘଟଣାଗ୍ରସ୍ତ ହେଲା ମିଗ୍ 21 ଫାଇଟର ଏୟାର କ୍ରାଫ୍ଚ। । ଭାରତ-ପାକିସ୍ତାନ ସୀମାନ୍ତ ବାରମେର ଜିଲ୍ଲାରେ ଆଜି ରାତିରେ ଏହି ଦୁର୍ଘଟଣା ଘଟିଛି ।
ଜୟପୁର: ଦୁର୍ଘଟଣାଗ୍ରସ୍ତ ହେଲା ମିଗ୍ 21 ଫାଇଟର ଏୟାର କ୍ରାଫ୍ଚ। । ଭାରତ-ପାକିସ୍ତାନ ସୀମାନ୍ତ ରାଜସ୍ଥାନର ବାରମେର ଜିଲ୍ଲାରେ ଆଜି ରାତିରେ ଏହି ଦୁର୍ଘଟଣା ଘଟିଛି । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଖସିପଡିବାରୁ ନିଆଁ ଲାଗିଯାଇଛି । ବିମାନରେ 2 ଜଣ ପାଇଲଟ ଶହୀଦ ହୋଇଥିବା ସୂଚନା ରହିଛି ।

#WATCH भारतीय वायुसेना का एक मिग-21 लड़ाकू विमान राजस्थान के बाड़मेर के पास दुर्घटनाग्रस्त हो गया। अधिक जानकारी की प्रतीक्षा है। pic.twitter.com/66skwo3znG
— ANI_HindiNews (@AHindinews) July 28, 2022
ଏହି ଦୁର୍ଘଟଣା ବିଷୟରେ ଅବଗତ ହେବା ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ମିଗ-21 ଦୁର୍ଘଟଣାଗ୍ରସ୍ତ ନେଇ ବାୟୁସେନା ମୁଖ୍ୟ ଭିଆର ଚୌଧୁରୀଙ୍କ ସହିତ ଆଲୋଚନା କରିଛନ୍ତି ।












Click it and Unblock the Notifications