ସୁଲତାନପୁରରୁ ପରାଜିତ ହେଲେ ମେନକା

ଉତ୍ତର ପ୍ରଦେଶ ସୁଲତାନପୁର ଲୋକସଭା ଆସନରୁ ବିଜେପି ଟିକେଟରୁ ଲଢୁଥିବା ମେନକା ଗାନ୍ଧୀ ପରାଜିତ ହୋଇଛନ୍ତି । ସେ ତାଙ୍କ ନିକଟତ ପ୍ରତିଦ୍ୱନ୍ଦୀ ତଥା ସମାଜବାଦୀ ପାର୍ଟି ନେତା ରମ୍ଭୁଅଲ ନିସାଦଙ୍କ ଠାରୁ ପରାଜିତ ହୋଇଛନ୍ତି ।

ମେନକା ଗାନ୍ଧୀଙ୍କୁ ୩ ଲକ୍ଷ ୯୪ ହଜାର ୨୧୬ ଖଣ୍ଡ ଭୋଟ ମିଳିଥିବା ବେଳେ ସମାଜବାଦୀ ପାର୍ଟି ପ୍ରାର୍ଥୀ ରମ୍ଭୁଅଲ ନିସାଦଙ୍କୁ ୪ ଲକ୍ଷ ୩୮ ହଜାର ୧୧୨ ଖଣ୍ଡ ଭୋଟ ମିଳିଛି । ଅର୍ଥାତ ମେନକା ଗାନ୍ଧୀ ରମ୍ଭୁଅଲଙ୍କ ଠାରୁ ୪୩ ହଜାର ୮୯୬ ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି । ଏହି ଆସନରେ ବିଏସପି ବି ଭଲ ଭୋଟ ପାଇଛି । ବିଏସପି ପ୍ରାର୍ଥୀ ଉଦରାଜ ବର୍ମାଙ୍କୁ ୧ ଲକ୍ଷ ୫୯ ହଜାର ୯୫୩ ଖଣ୍ଡ ଭୋଟ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+