Get Updates
Get notified of breaking news, exclusive insights, and must-see stories!

ରାଜା ରଘୁବଂଶୀ ହତ୍ୟାକାଣ୍ଡ ମାମଲା:ଅଭିଯୁକ୍ତଙ୍କୁ ନେଇ ସିନ୍‍ ରିକ୍ରିଏସନ କରୁଛି ପୁଲିସ

Raja Raghuvanshi murder case: ରାଜା ରଘୁବଂଶୀ ହତ୍ୟାକାଣ୍ଡ ମାମଲାରେ ଖୁବଶୀଘ୍ର ଚାର୍ଜସିଟ୍‍ ଦାଖଲ କରିବ ପୁଲିସ । ପୁଲିସ ୯୦ ଦିନ ମଧ୍ୟରେ ଏହି ମାମଲାରେ ଚାର୍ଜସିଟ୍‍ ଦାଖଲ କରିପାରିବ । ଏହି ମାମଲାରେ ସିଲଂ ପୁଲିସ ଆଜି ଅଭିଯୁକ୍ତ ମାନଙ୍କୁ ନେଇ ଘଟଣା ସ୍ଥଳରେ ସିନ୍‍ ରିକ୍ରିଏସନ କରୁଛି । ମାମଲା ସମ୍ପର୍କରେ ମେଘାଳୟ ଡିଜିପି ଇଦାଶିଶା ନୋଙ୍ଗ୍ରାଙ୍ଗ କହିଛନ୍ତି ଯେ ରାଜା ରଘୁବଂଶୀ ହତ୍ୟା ମାମଲାରେ ପୁଲିସ ଟିମ୍‍ ଘଟଣାସ୍ଥଳକୁ ଯାଇ ସିନ୍‍ ରିକ୍ରିଏସନ କରିବ ।

sonam

ସୋନମଙ୍କୁ ପଚରାଉଚରା ବେଳେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ସୋନମ କହିଛି ଯେ ରାଜାଙ୍କୁ ହତ୍ୟା କରିବା ପରେ ଅଳଙ୍କାରକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଲୁଚାଇ ରଖିଥିଲେ । ସୋନମଙ୍କୁ ପୁଲିସ ସେହି ସ୍ଥାନକୁ ନେଇ ସୁନା ଅଳଙ୍କା ଜବତ କରିବ । ପୁଲିସ ଏହି ମାମଲାରେ କେବଳ ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ହତ୍ୟା କରାଯାଇଥିବା ତଦନ୍ତ କରୁନାହିଁ ବରଂ ଅନ୍ୟାନ୍ୟ ଦୃଷ୍ଟିକୋଣରୁ ମଧ୍ୟ ତଦନ୍ତ କରୁଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+