ମେଘାଳୟ, ନାଗାଲାଣ୍ଡ ଏବଂ ତ୍ରିପୁର ଏକ୍ଜିଟ୍ ପୋଲ୍ସ ରେଜଲ୍ଟ 2023: ତ୍ରିପୁରାରେ ବିଜେପିକୁ ମିଳିପାରେ ବହୁମତ
ଆଜି ମେଘାଳୟ ଏବଂ ନାଗାଲାଣ୍ଡ ପାଇଁ ମତଦାନ ହୋଇଛି । ଆଉ କିଛି ସମୟ ପରେ ଆସିବ ଏକ୍ଜିଟ୍ ପୋଲ୍ । ମାର୍ଚ୍ଚ 2 ରେ ପ୍ରକାଶ ପାଇବ ଫଳାଫଳ ।

Nagaland-Meghalaya Election: ମେଘାଳୟ, ତ୍ରିପୁରା ଏବଂ ନାଗାଲାଣ୍ଡ ସରିଛି ମତଦାନ । ମେଘାଳୟ ବିଧାନସଭାରେ ୫୯ଟି ଆସନ ପାଇଁ ଭୋଟ୍ ହେବା ପାଇଁ ଥିବାବେଳେ ନାଗାଲାଣ୍ଡର ୧୬ଟି ଜିଲ୍ଲାର ୬୦ଟି ବିଧାନସଭା ଆସନ ମଧ୍ୟରୁ ୫୯ ଟିରେ ଭୋଟ୍ ଗ୍ରହଣ ହୋଇଛି । ମାର୍ଚ୍ଚ ୨ ରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ୱାନ୍ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରହିଥିବାରୁ ଧନ୍ୟବାଦ୍ ।
ଦୁଇ ରାଜ୍ୟର ନିର୍ବାଚନ ସମ୍ପର୍କିତ ଟିକିନିଖି ଖବର ପାଇଁ ପଢନ୍ତୁ ୱାନ୍ ଇଣ୍ଡିଆ ଓଡ଼ିଆ...
READ MORE












Click it and Unblock the Notifications