Get Updates
Get notified of breaking news, exclusive insights, and must-see stories!

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା,ଫ୍ରାନ୍ସରୁ ୨୬ ରାଫେଲ କିଣିବ ଭାରତ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ଫ୍ରାନ୍ସ ସହିତ ୨୬ଟି ରାଫେଲ-ସାମୁଦ୍ରିକ ଯୁଦ୍ଧ ବିମାନ ଅର୍ଥାତ୍‌ ରାଫେଲ ମେରାଇନ ଯୁଦ୍ଧ ବିମାନର ସିଧାସଳଖ କ୍ରୟ ପାଇଁ ପ୍ରାୟ ୬୪,୦୦୦ କୋଟି ଟଙ୍କା (୬.୬ ବିଲିୟନ ୟୁରୋ) ମୂଲ୍ୟର ଏକ ବିଶାଳ ଚୁକ୍ତିକୁ ଅନୁମୋଦନ କରିଛି। । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଡିଲ ନେଇ ଖୁବ ଶୀଘ୍ର ସ୍ବାକ୍ଷର ହେବ ।

rafel

ଏଥିରେ ୨୨ଟି ସିଙ୍ଗଲ ସିଟର ଓ ୪ଟି ଟ୍ବିନ ସିଟର ରାଫେଲ ମରିନ ଜେଟ ମିଳିବ । ଡିଲରେ ମୋହର ବାଜିବା ପରେ ୨୦୨୯ ଶେଷ ଭାଗରେ ବିମାନର ଡେଲିଭରୀ ଆରମ୍ଭ ହେବ । ୨୦୩୧ ସୁଦ୍ଧା ଭାରତୀୟ ନୌସେନାରେ ସମସ୍ତ ୨୬ଟି ରାଫେଲ ସାମିଲ ହେବ ବୋଲି ଆଶା ରହିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ କମିଟି ଅନ ସିକ୍ୟୁରିଟିଜ ଏହି ଡିଲକୁ ମଞ୍ଜୁରୀ ପ୍ରଦାନ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+