ଇରାନ-ଇସ୍ରାଏଲ ଉତ୍ତେଜନା ମଧ୍ୟରେ ଭାରତୀୟଙ୍କ ପାଇଁ ହେଲପଲାଇନ୍ ନଂ ଜାରି

ଭାରତୀୟ ଦୂତାବାସ ପକ୍ଷରୁ ଇରାନରେ ରହୁଥିବା ଭାରତୀୟଙ୍କ ଲାଗି ହେଲପଲାଇନ ନମ୍ବର ଜାରି କରାଯାଇଛି । ଦୁଇଟି ହେଲପଲାଇନ ନମ୍ବର ଜାରି ହୋଇଛି । ଭାରତୀୟ ଦୂତାବାସ ପକ୍ଷରୁ ଏକ ପରାମର୍ଶ ଜାରି କରି କୁହାଯାଇଛି ଯେ ଇରାନ ଏବଂ ଇସ୍ରାଏଲରେ ଉତ୍ତେଜନା ତୀବ୍ର ହୋଇଛି ।

MEA Issues Emergency Helpline for Indians in Iran Amid Ongoing Tensions

ଇରାନରେ ଥିବା ଭାରତୀୟ ଦୂତାବାସ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ଲେଖି ହେଲପଲାଇନ ନମ୍ବର ୯୧୨୮୧୦୯୧୧୫ ଏବଂ ୯୧୨୮୧୦୯୧୦୯ ରେ ଯୋଗା ଯୋଗ କରିବାକୁ କୁହାଯାଇଛି । ଜରୁରୀକାଳୀନ ପରିସ୍ଥିତିରେ ଯୋଗାଯୋଗ କରିପାରିବେ । ଭାରତୀୟମାନଙ୍କୁ ଦୂତାବାସର ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ରହିବାକୁ ମଧ୍ୟ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+