Get Updates
Get notified of breaking news, exclusive insights, and must-see stories!

ମହାକୁମ୍ଭରେ ସ୍ନାନ ସାରି କୋଟି କୋଟି ଭକ୍ତ ରାମଲଲାଙ୍କ କରୁଛନ୍ତି ଦର୍ଶନ

ମହାକୁମ୍ଭ ଦେଇଛି ନିଆରା ଅନୁଭବ । ପୂଣ୍ୟ ଅର୍ଜନ ପାଇଁ ପବିତ୍ର ସ୍ନାନର ମହାସୁଯୋଗ ଦେଇଛି ଏହି ମହାକୁମ୍ଭ । ଆଉ ସାରା ଦେଶରୁ ଲୋକେ ଏବେ ମହାକୁମ୍ଭରେ ବୁଡ ପକାଇବାକୁ ଯାଉଛନ୍ତି । ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କରୁଛନ୍ତି ଏବଂ ସେହି ମହାର୍ଘ ମୂହୁର୍ତ୍ତର ମୁକସାକ୍ଷୀ ପାଲଟୁଛନ୍ତି । ତେବେ ମହାକୁମ୍ଭକୁ ଯାଉଥିବା ଲୋକେ ଖାଲି ସଙ୍ଗମରେ ସ୍ନାନ ସାରି ଫେରି ଆସୁ ନାହାନ୍ତି ବରଂ ପାଖଆଖରେ ଥିବା ମଠ, ମନ୍ଦିର ବୁଲିବାର ସୁଯୋଗ ହାତ ଛଡା କରୁ ନାହାନ୍ତି ।

Massive rush of devotees at Ayodhya s Shri Ram Janmabhoomi temple after Mahakumbh Mela visit

ଅଯୋଧ୍ୟାର ରାମ ମନ୍ଦିର ଏକ ପୂଣ୍ୟସ୍ଥଳୀ ହୋଇଥିବା ବେଳେ ମହାକୁମ୍ଭରେ ସ୍ନାନ ସାରି ଲକ୍ଷ ଲକ୍ଷ ଭକ୍ତ ମନ୍ଦିରରେ ରାମଲଲାଙ୍କ ଦିବ୍ୟ ଦର୍ଶନ କରୁଛନ୍ତି । ତେଣୁ ପ୍ରତିଦିନ ରାମ ମନ୍ଦିରରେ ଭକ୍ତଙ୍କ ଭିଡ ଜମୁଛି । ସାଧାରଣ ଦିନ ଅପେକ୍ଷା ଆଗକୁ ମହାକୁମ୍ଭ ସରୁଥିବାରୁ ଅଧିକ ଲୋକଙ୍କ ସମାଗମ ପ୍ରୟାଗରାଜରେ ହେଉଥିବା ବେଳେ ପ୍ରୟାଗରାଜ ଠାରୁ ମାତ୍ର ୧୬୦ କି.ମି ଦୂରରେ ଥିବା ଅଯୋଧ୍ୟା ରାମ ମନ୍ଦିରକୁ ବୁଲି ଯାଉଛନ୍ତି ଶ୍ରଦ୍ଧାଳୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+