ସୀମାନ୍ତରେ ମାଓ ହିଂସା,ଜଣଙ୍କର ଗଳା କାଟି ହତ୍ୟା କଲେ ମାଓବାଦୀ

ଛତିଶଗଡ଼ ବିଜାପୁରରେ ପୁଣି ମାଓ ହିଂସା । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୁଣି ଥରେ ମାଓ ହିଂସା ଦେଖିବାକୁ ମିଳିଛି । ଯେଉଁଥିରେ ଜଣେ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଲାଲ୍‌ ବାହିନୀ । ଖବର ଅନୁଯାୟୀ, ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି ।

naxal

ଦିନ ବେଳେ ଜଣେ ଗ୍ରାମ ବାସୀଙ୍କୁ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରିଛନ୍ତି ଲାଲ୍ ବାହିନୀ । ମାଓ ନେତା ହିଡମାଙ୍କ ନିଜ ଗାଁ ପୁବର୍ତ୍ତୀରେ ଘଟିଛି ଏହି ହିଂସା କାଣ୍ଡ । ୧୦ ରୁ ୧୫ ଜଣ ସଶସ୍ତ୍ର ନକ୍ସଲ ଗାଁ ଆସି ଏହି ହତ୍ୟାକାଣ୍ଡର କରିଛନ୍ତି । ପୁବର୍ତ୍ତୀ ଗାଁରେ ଏକ ସିଆରପିଏଫ କ୍ୟାମ୍ପ ରହିଥିବା ବେଳେ ମାତ୍ର ଦୁଇ କିଲୋମିଟର ଦୂରରେ ଏପରି ହିଂସା କାଣ୍ଡ ଘଟାଇଛନ୍ତି ମାଓବାଦୀ । ମାଓନେତା ହିଡମାଙ୍କ ୧୫ ବର୍ଷ ତଳର ଫଟୋ ସମସ୍ତଙ୍କ ପାଖରେ ଥିଲା ହେଲେ ବର୍ତ୍ତମାନର ଏକ ତାଜା ଫଟୋ ଭାଇରାଲ ହେବା ପରେ ମାଓବାଦୀ ମାନେ ରାଗି ଯାଇଥିବା କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+