ମାଓବାଦୀଙ୍କ ବର୍ବରକାଣ୍ଡ: ୨ ଗ୍ରାମବାସୀଙ୍କୁ କଲେ ହତ୍ୟା

ଛତିଶଗଡ଼ ବିର୍ଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ। ଧାରୁଆ ଅସ୍ତ୍ରରେ ହାଣି ୨ ଗ୍ରାମବାସୀଙ୍କୁ କଲେ ନିର୍ମମ ହତ୍ୟା। ଯୋଗା କୱାସୀ, ମଙ୍ଗଲୁ କୁରସମଙ୍କୁ ହତ୍ୟା କରିଛନ୍ତି ମାଓବାଦୀ।

naxal

ତରେମ ଥାନା ଛଟୁ ବାଇ ଓ ବଡେ ତର୍ରେମ ଗାଁରେ ହତ୍ୟାକାଣ୍ଡ। ପୋଲିସ ଇନଫର୍ମର ସନ୍ଦେହ ଏହି ହତ୍ୟାକାଣ୍ଡ କରିଛନ୍ତି ମାଓବାଦୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+