Get Updates
Get notified of breaking news, exclusive insights, and must-see stories!

ଛତିଶଗଡ଼ରେ ସେନା କ୍ୟାମ୍ପ ଉପରେ ମାଓ ହମଲା

Chhattisgarh Maoist Attack: ଛତିଶଗଡ଼ରେ ନାରାୟଣପୁରରେ ବିଏସଏଫ ଯବାନଙ୍କ କ୍ୟାମ୍ପ ଉପରେ ମାଓବାଦୀଙ୍କ ରକେଟ୍ ମାଡ଼ । ନାରାୟଣପୁର ଜିଲ୍ଲା କୋହକାମେଟା ଥାନା ସ୍ଥିତ ଇପକଭଟ୍ଟି କ୍ୟାମ୍ପ ଉପରେ ମାଓବାଦୀ ଲଗାତରା ଆକ୍ରମଣ କରୁଥିବା ନେଇ ସୂଚନା ରହିଛି । ଯାହା ଫଟୋ ସୋସିଆଲ ମିଡିଆରେ ଭାଇରାଲେ ହେଉଛି । ଯେଉଁଥିରେ ୟୁବିଜିଏଲ ଫାୟାର କରୁଥିବାର ଦେଖିବାକୁ ମିଳୁଛି ।

Chhattisgarh Maoist Attack

ସୂଚନା ଅନୁସାରେ, ସେନା କ୍ୟାମ୍ପ ଭିତରେ ମାଓବାଦୀମାନେ ୟୁବିଜିଏଲ ଫାୟାର କରୁଛନ୍ତି । ହେଲେ ଏହି ଆକ୍ରମଣରେ ମୃତହାତ ହୋଇନଥିବା ନେଇ ସୂଚନା ରହିଛି । ଏହା ପୂର୍ବରୁ ମଧ୍ୟ ମାଓବାଦୀ ମାନେ ସେନା କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ଏଥର ଲାଲବାହିନୀଙ୍କୁ ଘଉଡାଇବାରେ ସଫଳ ହୋଇଛନ୍ତି ବିଏସଏଫ ଯବାନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+