Mann Ki Baat:ଆୟୁର୍ବେଦର ଗୁରୁତ୍ୱ ବୁଝାଇଲେ ପ୍ରଧାନମନ୍ତ୍ରୀ

Mann Ki Baat:ଆୟୁର୍ବେଦର ଗୁରୁତ୍ୱ ବୁଝାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ଆଜି ଆୟୁର୍ବେଦର ଗୁରୁତ୍ୱ ବୁଝାଇଲେ ପ୍ରଧାନମନ୍ତ୍ରୀ । ଆଜି ବର୍ଷର ଶେଷ ମନ କି ବାତ୍ ଥିଲା ଖାସ । ପ୍ରତିଦିନ ଆୟୁର୍ବେଦର ବ୍ୟବହାର କରିବା ଦ୍ୱାରା ଆମେ ରୋଗ ମୁକ୍ତ ହୋଇପାରିବା ଏବଂ ସୁସ୍ଥ ରହିବା ବୋଲି କହିଥିଲେ ମୋଦୀ ।

Mann Ki Baat

ମୁମ୍ବାଇର 'ଟାଟା ମେମୋରିଆଲ୍ ସେଣ୍ଟର ଗବେଷଣା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି' ମୁଁ ବେଶ୍ ଖୁସି, କାରଣ ଯୋଗ ଏବଂ ଆୟୁର୍ବେଦ ଫଳପ୍ରଦ ପ୍ରମାଣିତ ହୋଇଛି । ଗବେଷଣାରୁ ଏହା ପ୍ରମାଣିତ ହୋଇଛି ଯେ, ସ୍ତନ କର୍କଟ ରୋଗାକ୍ରାନ୍ତଙ୍କ କ୍ଷେତ୍ରରେ ଯୋଗ ଫଳପ୍ରଦ ହେଉଛି । କେନ୍ଦ୍ରର ସୁଚନା ଅନୁସାରେ, ସ୍ତନ କର୍କଟରୁ ସୁସ୍ଥ ହୋଇଥିବା ବ୍ୟକ୍ତି ପ୍ରତ୍ୟେକ ଦିନ ଯୋଗ କରିବା ଦ୍ୱାରା ଏହି ରୋଗ ପ୍ରାୟ ୧୫ ପ୍ରତିଶତ ହ୍ରାସ ପାଉଛି । ସେଥିପାଇଁ ପ୍ରତ୍ୟତ ଦିନ ଯୋଗ, ଆୟୁର୍ବେଦ ବ୍ୟବହାର କରିବା ପାଇଁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି କରୋନାକୁ ମଧ୍ୟ ଆୟୁର୍ବେଦ୍ ମାତ ଦେଇଥାଏ । ସେହିପରି ବିଦେଶରେ କରୋନା ସ୍ଥିତିକୁ ନଜରରେ ରଖି ସମସ୍ତଙ୍କୁ ସତର୍କ କରାଇଛନ୍ତି । ମାସ୍କ ପିନ୍ଧିବା ସହ ନିୟମିତ ହାତ ଧୋଇବା ପାଇଁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+