ଆଜି ନିଗମବୋଧ ଘାଟରେ ହେବ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର
Manmohan Singh Death: ଆଜି ଦିଲ୍ଲୀ ନିଗମବୋଧ ଘାଟରେ ହେବ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର । ପ୍ରଥମେ ପାର୍ଥିବ ଶରୀରକୁ ବାସ ଭବନରୁ କଂଗ୍ରେସ କାର୍ଯ୍ୟାଳୟକୁ ନିଆଯିବ । ଏହା ପରେ ଶେଷ ଦର୍ଶନ ପରେ ଶୋଭାଯାତ୍ରାରେ ନିଗମବୋଧ ଘାଟକୁ ନିଆଯିବ ।













Click it and Unblock the Notifications