ଆରପାରିରେ ମନମୋହନ ସିଂହ: ଶେଷ ଦର୍ଶନ କଲେ ମୋଦି, ଶାହ
Manmohan Singh Passed Away: ମନମୋହନ ସିଂହଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନମୋହନଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କଲେ ପ୍ରଧାନମନ୍ତ୍ରୀ । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଶେଷ ଦର୍ଶନ କରିବା ପାଇଁ ପହଞ୍ଚିଲେ ଅମିତ ଶାହ ଏବଂ ଜେପି ନଡ୍ଡା । ପାର୍ଥିବ ଶରୀର ଦର୍ଶନ କରିବା ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ।













Click it and Unblock the Notifications