ମନମୋହନ ସିଂଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା, ଏହି ରାଜ୍ୟରେ ସରକାରୀ ଛୁଟି ଘୋଷଣା
Manmohan Singh Passed Away: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିୟୋଗରେ ୭ ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ଆସନ୍ତା କାଲିର ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ୍ କରାଯାଇଛି । କାଲି ଦିନ ୧୧ଟାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିବ । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସଂପନ୍ନ ହେବ ।

ସେହିପରି ମନମୋହନ ସିଂଙ୍କ ବିୟୋଗରେ କର୍ଣ୍ଣାଟକରେ ଆସନ୍ତାକାଲି ସରକାରୀ ଛୁଟି ଘୋଷଣା କରାଯାଇଛି ।












Click it and Unblock the Notifications