ଦିଲ୍ଲୀ ହାଇକୋର୍ଟରୁ ମନୀଷ ସିସୋଦିଆଙ୍କୁ ଲାଗିଲା ଝଟକା: ବଢିଲା ହେପାଜତ ଅବଧି
Manish Sisodia Judicial Custody: ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଝଟକା । ରାଉସ୍ ଆଭେନ୍ୟୁ କୋର୍ଟ ଏପ୍ରିଲ୍ ୨୬ ତାରିଖ ପର୍ଯ୍ୟନ୍ତ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁତ ବୃଦ୍ଧି କରିଛନ୍ତି ।













Click it and Unblock the Notifications