ମଣିପୁରରେ ପୁଣି ହିଂସା, ପାଞ୍ଚ ଦିନ ପାଇଁ ଇଣ୍ଟରନେଟ୍ ବନ୍ଦ
Manipur Violence: ମଣିପୁରରେ ଉତ୍ତେଜନା ପରେ ଆଜି (ମଙ୍ଗଳବାର)ରୁ ପାଞ୍ଚ ଦିନ ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି । ଇଣ୍ଟରନେଟ୍ ନିଲମ୍ବନ ରବିବାର (ଅକ୍ଟୋବର 1) ସନ୍ଧ୍ୟା 7.45 ପର୍ଯ୍ୟନ୍ତ ଜାରି ରହିବ ।

ଏହା ବ୍ୟତୀତ ରାଜ୍ୟର ସମସ୍ତ ବିଦ୍ୟାଳୟ ମଧ୍ୟ ତିନି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ । ବୁଧବାର (27 ସେପ୍ଟେମ୍ବର) ଏବଂ 29 ସେପ୍ଟେମ୍ବର (ଶନିବାର) ରେ ସ୍କୁଲ ଛୁଟି ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଯେତେବେଳେ କି 28 ସେପ୍ଟେମ୍ବର (ଗୁରୁବାର) ଇଦ୍-ଇ-ମିଲାଦ କାରଣରୁ ସରକାରୀ ଛୁଟି ରହିଛି ।












Click it and Unblock the Notifications