Get Updates
Get notified of breaking news, exclusive insights, and must-see stories!

ମଣିପୁରରେ ପୁଣି ହିଂସା: ସୁରକ୍ଷାକର୍ମୀଙ୍କୁ ଗୁଳିମାଡ଼

ମଣିପୁରରେ ପୁଣି ହିଂସା: ପୁଣି ଅଶାନ୍ତ ମଣିପୁରରେ । ମଣିପୁରର ସୀମାବର୍ତ୍ତୀ ସହର ମୋରେହରେ ସନ୍ଧିଗ୍ଧ ବନ୍ଧୁକଧାରୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି ଯେଉଁଥିରେ
ଜଣେ ପୋଲିସ କମାଣ୍ତୋ ଆହତ ହୋଇଥିବା ନେଇ ସୂଚନା ରହିଛି ।

Manipur Violence

ସୂଚନା ଅନୁସାରେ, ଶନିବାର ଦିନ କିଛି ଅଜଣା ବନ୍ଧୁକଧାରୀମାନେ ମୋରେହରୁ କି ଲୋକେସନ ଦିଗକୁ ଯାଉଥିବା ଏକ ପୋଲିସ ଗାଡ଼ି ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣେ ପୋଲିସ କମାଣ୍ତୋ ଆହତ ହୋଇଛନ୍ତି । ଏହି ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରାଯାଉଛି । ଗତକାଲି ମଧ୍ୟ ପାଟ୍ରୋଲିଂ ସମୟରେ ଏହି ଘଟଣା ଘଟିଥିଲା। ସେପଟେ ଏହି ହିଂସାକାଣ୍ତରେ ଦୁଇଟି ଘରେ ନିଆଁ ମଧ୍ୟ ଲଗାଇ ଦିଆଯାଇଛି । ତେବେ ଅଗ୍ନିକାଣ୍ଡର କ'ଣ କ୍ଷୟକ୍ଷତି ହୋଇଛି ସେ ନେଇ କୌଣସି ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+