ମଣିପୁର ହିଂସା ରୋକିବା ପାଇଁ ବଡ ପଦକ୍ଷେପ ଗ୍ରହଣ କଲେ ରାଜ୍ୟ ସରକାର, ଗଠନ ହେଲା କମିଟି

ମଣିପୁରର ଜିରିବାମ୍‌ ଜିଲାରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ନିମନ୍ତେ ରାଜ୍ୟ ସରକାର ଦୁଇଜଣିଆ କମିଟି ଗଠନ କରିଛନ୍ତି। ପୁଲିସ ଗୁଇନ୍ଦା ବିଭାଗ ଆଇଜି କେ.କବିବଙ୍କୁ କମିଟି ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିବାବେଳେ ରେଞ୍ଜ-୩ ଡିଆଇଜି ନିଙ୍ଗ୍‌ସେନ ୱର୍ନଗମ ସଦସ୍ୟ ରହିଛନ୍ତି।

Manipur violence

ରବିବାର ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ନିରାପତ୍ତାରକ୍ଷୀମାନେ ଗୁଳିଚାଳନା କରିଥିବାବେ​‌ଳେ ଜଣେ ୨୧ ବର୍ଷୀୟ ଯୁବକ ପ୍ରାଣ ହରାଇଛନ୍ତିି। ବିକ୍ଷୋଭକାରୀମାନେ ସାଧାରଣ ସମ୍ପତ୍ତି ନଷ୍ଟ ଉଦ୍ୟମ କରୁଥିବାବେଳେ ସେମାନଙ୍କୁ ରୋକିବାକୁ ଗୁଳିଚାଳନା କରିବାକୁ ପଡିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+