ଚିକେନ୍ ସୋରମା ଖାଇ ଯୁବକଙ୍କ ମୃତ୍ୟୁ

Man Died After Eating Shawarma From Roadside Vendor: ରୋଡ୍ ସାଇଡ୍ ଫାଷ୍ଟଫୁଡ୍ ଦୋକାନରୁ ଚିକେନ୍ ସୋରମା ଖାଇ ଜଣେ ୧୯ ବର୍ଷୀୟ ଯୁବକଙ୍କ ମୃତ୍ୟୁ । ଏପରି ଘଟଣା ମୁମ୍ବାଇରେ ଘଟିଛି । ଯାହା ବର୍ତ୍ତମାନ ସମସ୍ତ ଫାଷ୍ଟଫୁଡ୍ ଲଭରଙ୍କୁ ଚକିତ କରିଛି । ମୃତକ ଜଣକ ହେଲେ ପ୍ରଥମେଶ ଭୋକେସେ ।

ସୂଚନା ଅନୁସାରେ, ସେ ଚଳିତ ମାସ ୩ ତାରିଖରେ ମୁମ୍ବାଇର ଟ୍ରାମ୍ବେ ଅଞ୍ଚଳରୁ ଏକ ଫାଷ୍ଟଫୁଡ୍ ଷ୍ଟଲରୁ ଚିକେନ୍ ସୋରମା ଖାଇଥିଲେ । ଯାହାପରେ ତାଙ୍କ ପେଟରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଥିଲା ଏବଂ ବାନ୍ତି ହୋଇଥିଲା । ଧିରେ ଧିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡିବାରେ ଫଳରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସରକାରୀ କେଇଏମ୍ ଡାକ୍ତରଖାନାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନା ରହିଛି । ନେଇ ଡାକ୍ତରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଥିଲା ।

Mumbai

ସେହିପରି ଏହି ମାମଲାରେ ଫାଷ୍ଟଫୁଡ୍ ଦୋକାନର ମାଲିକ ଏବଂ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତି ୨ ଜଣ ହେଲେ ଆନନ୍ଦ କାମ୍ବଲେ ଏବଂ ଅହମଦ ଶେଖ । ତେବେ ଚିକେନ୍ ସୋରମା ଖାଇ ଫୁଡ୍ ପଏଜନ ହୋଇଥିବାରୁ ପ୍ରଥମେଶଙ୍କର ମୃତ୍ୟୁ ହୋଇଥିବା ଦାବି କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+