ଗିରଫ ହୋଇପାରନ୍ତି ବିଜେପି ସାଂସଦ, ୱାରେଣ୍ଟ ହେଲା ଜାରି

Malegaon Trial Case: ମାଲେଗାଓଁ ବିସ୍ଫୋରଣ ମାମଲାରେ ବଢିଲା ବିଜେପି ସାଂସଦ ସଧ୍ୱୀ ପ୍ରଜ୍ଞା ଠାକୁରଙ୍କ ଅଡୁଆ । ତାଙ୍କ ବିରୋଧରେ ଜାରି ହୋଇଛି ୱାରେଣ୍ଟ୍ । ସ୍ୱତନ୍ତ୍ର ଏନଆଇଏ କୋର୍ଟ ଭୋପାଲର ଏହି ବଜେପି ସାଂସଦଙ୍କ ବିରୋଧରେ ଜାମିନ ଯୁକ୍ତ ୱାରେଣ୍ଟ ଜାରି କରିଛନ୍ତି ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ କୋର୍ଟରେ ନିର୍ଦ୍ଦେଶିତ ତାରିଖଗୁଡ଼ିକରେ ସେମାନଙ୍କର ବିବୃତ୍ତି ରେକର୍ଡ କରିବାକୁ କୋର୍ଟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Malegaon Trial Case

ସୂଚନା ଅନୁସାରେ, ୨୦୧୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ଆଜି କୋର୍ଟରେ ଶୁଣାଣି ଥିଲା ହେଲେ ସାଧ୍ୱୀ ପ୍ରଜ୍ଞା କୋର୍ଟରେ ହାଜର ହୋଇନଥିଲେ। ସ୍ୱାସ୍ଥଗତ କାରଣ ଦର୍ଶାଇ ସେ କୋର୍ଟରେ ଉପସ୍ଥିତର ହୋଇନଥିଲେ । ଏହାକୁ ନେଇ କୋର୍ଟ ତାଙ୍କ ବିରୋଧରେ ଓ୍ୱାରେଣ୍ଟ ଜାରି କରିଛନ୍ତି। ସେହିପରି ସାଧ୍ୱାଙ୍କ ଓକିଲ ଦାଖଲ କରିଥିବା ମେଡିକାଲ ସାର୍ଟିଫିକେଟକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି । ସାଧ୍ୱୀଙ୍କ ବିରୋଧରେ କୋର୍ଟ ୱାରେଣ୍ଟ ଜାରି କରିବା ସହ ୧୦ ହଜାର ଟଙ୍କାର ଜରିମାନ ମଧ୍ୟ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+