Terrorist Attack: nbsp; nbsp;ଜମ୍ମୁ-କଶ୍ମୀରରେ ପୁଣି ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ। ଗନ୍ଦେରବାଲ ଜିଲ୍ଲାରେ ସାଧାରଣ ନାଗରିକଙ୍କୁ ଆକ୍ରମଣ କରାଯାଇଛି । ଯେଉଁଥିରେ ୬ଜଣ ଶ୍ରମିକଙ୍କ ସମେତ ଜଣେ ଡାକ୍ତରଙ୍କୁ ମୃତ୍ୟୁ ଘଟିଛି ।