ଭାରତୀୟ ସୀମାରେ ଅନୁପ୍ରବେଶ , ସେନା ଗୁଳିରେ 3 ଆତଙ୍କୀ ସଫା
ମଡିୟାନ ନାୟକ ପୋଷ୍ଟ ନିକଟରେ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ ବେଳେ ଅନୁପ୍ରବେଶକାରୀଙ୍କୁ ଗୁଳି ଚଳାଇଥିଲା ସେନା । ଫଳରେ 3 ଜଣଙ୍କର ମୃତ୍ୟୁ ହୋଇଛି । ଆତଙ୍କୀ କମାଲକୋଟ ସେକ୍ଟରରେ ଅନୁପ୍ରବେଶ କରିଥିବା ସୂଚନା ପାଇଥିଲା ଭାରତୀୟ ସେନା
ଶ୍ରୀନଗର: ଜମ୍ମୁ କାଶ୍ମୀର ମଡିୟାନ ନାୟକ ପୋଷ୍ଟ ନିକଟରେ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ ବେଳେ ଅନୁପ୍ରବେଶକାରୀଙ୍କୁ ଗୁଳି ଚଳାଇଥିଲା ସେନା । ଫଳରେ 3 ଜଣଙ୍କର ମୃତ୍ୟୁ ହୋଇଛି । ଆତଙ୍କୀ କମାଲକୋଟ ସେକ୍ଟରରେ ଅନୁପ୍ରବେଶ କରିଥିବା ସୂଚନା ପାଇଥିଲା ଭାରତୀୟ ସେନା । ଏହାପରେ ସେମାନଙ୍କୁ ଟ୍ରାକ୍ କରାଯାଇଥିଲା । ଟ୍ରାକ୍ କରିବା ଉପରେ ୩ ଜଣ ଆତଙ୍କୀଙ୍କ ସଫା କରିଛି ସେନା । ମୃତଦେହ ନିକଟରୁ ବିପୁଳ ଗୁଳିଗୋଳା ଓ ହତିଆର ଜବତ କରିଥିଲା ସେନା ।













Click it and Unblock the Notifications