ଦୋକାନରେ ଲାଗିଲା ନିଆଁ: ଜଳିଗଲେ ୩

Hyderabad News: ଶୁକ୍ରବାର ସନ୍ଧ୍ୟାରେ ହାଇଦ୍ରାବାଦର ପୁପଲଗୁଡ଼ାରେ ଏକ ଘରେ ତିନୋଟି ସିଲିଣ୍ଡର ବିସ୍ଫୋରଣ ହେବା ପରେ ଅଗ୍ନିକାଣ୍ଡ ଘଟଛି । ଏହି ଦୁର୍ଘଟଣାରେ ସନ୍ଧ୍ୟା ପ୍ରାୟ ୫:୪୫ ସମୟରେ ଘଟିଥିଲା। ପୋଲିସର ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡ ସମୟରେ ଉକ୍ତ ଘରେ ଆଠ ଜଣ ସଦସ୍ୟ ଉପସ୍ଥିତ ଥିଲେ, ଯେଉଁମାନଙ୍କ ମଧ୍ୟରୁ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା ଯେଉଁଥିରେ ଜଣେ ସାତ ବର୍ଷର ଝିଅ ମଧ୍ୟ ସାମିଲ ଥିଲେ ।

Major Fire Breaks Out Hyderabad

ଅଗ୍ନିଶମ କର୍ମଚାରୀ, ପୋଲିସ ଏବଂ ସ୍ଥାନୀୟ ଲୋକମାନେ ପାଞ୍ଚ ଜଣଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ତଦନ୍ତକୁ ଉଦ୍ଧୃତ କରି ପୋଲିସ ଅଧିକାରୀ କହିଛନ୍ତି ଯେ ଘରର ପ୍ରଥମ ମହଲାରେ ଥିବା କିରାଣା ଦୋକାନର ରେଫ୍ରିଜରେଟରରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ହେଲେ ଅଗ୍ନିକାଣ୍ତର ପ୍ରକୃତ କରାଣ ସ୍ପଷ୍ଟ ହୋଇ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+