Get Updates
Get notified of breaking news, exclusive insights, and must-see stories!

ଟଳିଲା ବଡ ଅଘଟଣ, ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ୍ , ଡ୍ରାଇଭର ଗୁରୁତର

ଟଳିଲା ବଡ ଅଘଟଣ। ରାଜସ୍ଥାନର କିଶନଗଡ଼ରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ୍ ଓଲଟି ପଡିଛି। ପୁରୁଣା ଟୋଲ୍ ବୁଥ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଟ୍ରକ୍ ଡ୍ରାଇଭର ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ହଠାତ୍ ରାସ୍ତା ଉପରେ ୧୫୦ରୁ ଅଧିକ ସିଲିଣ୍ଡର ରାସ୍ତାରେ ବିଛାଡି ହୋଇପଡିଥିଲା।

GAS ACCIDENT

କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରେ ବିଛାଡ଼ି ହୋଇଥିବା ସିଲିଣ୍ଡର ଗୁଡ଼ିକୁ ଉଠାଇବାରେ ସାହାଯ୍ୟ କରିଥିଲେ। ସୌଭାଗ୍ୟବଶତଃ ଦୁର୍ଘଟଣା ସମୟରେ କୌଣସି ସିଲିଣ୍ଡର ଗ୍ୟାସ୍ ଲିକ୍ ହୋଇନଥିଲା। ଯାହା ଏକ ବଡ଼ ବିପଦକୁ ଟାଳିଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+