ମହାରାଷ୍ଟ୍ରରେ ପୁଣି ସରକାର ଗଠନ କରିବାକୁ ଯାଉଛି ମହାୟୁତି ! ଆଗରେ ରହିଛି ବିଜେପି

Maharashtra Assembly Election 2024: ମହାରାଷ୍ଟ୍ରରେ ପୁଣି ସରକାର ଗଠନ କରିବାକୁ ଯାଉଛି ମହାୟୁତି !ଭୋଟ୍ ଗଣତି ଜାରି ରହିଥିବା ବେଳେ ଏପରି ଟ୍ରେଣ୍ତ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ୨୮୮ ଆସନ ମଧ୍ୟରୁ ୨୧୦ଟି ଆସନରେ ଆଗରେ ରହିଛି ଶାସକ ଦଳ ମହାୟୁତି । ଭାରତୀୟ ଜନତା ପାର୍ଟି କେବଳ ୧୩୫ଟି ଆସନରେ ଆଗରେ ରହିଛି ।

maharashtra assembly election 2024
Photo Credit:

ସୂଚନା ଅନୁସାରେ, ମହାରାଷ୍ଟ୍ରରେ ବିଜେପି 135 ଟି, ଶିବସେନା (ସିନ୍ଦେ) 48 ଟି, ଏନସିପି (ଅଜିତ ପାୱାର) 31 ଟି ଆସନରେ ଆଗୁଆ ରହିଛି। ଏଥି ସହିତ କଂଗ୍ରେସ 35 ଟି ଆସନରେ, ଶିବସେନା (ଉଦ୍ଧବ ଠାକରେ) 20 ଟି ଆସନରେ ଏବଂ ଶରଦ ପାୱାରଙ୍କ ଏନସିପି 10 ଟି ସିଟରେ ଆଗୁଆ ରହିଛି। ମହାରାଷ୍ଟ୍ରରେ 2014 ରେ ବିଜେପି ସର୍ବାଧିକ 122 ଟି ଆସନ ଜିତିଥିଲା। ଯଦି ଟ୍ରେଣ୍ଡଗୁଡିକ ଫଳାଫଳକୁ ଦେଖିବା, ତେବେ ବିଜେପି ମହାରାଷ୍ଟ୍ରରେ ସର୍ବକାଳୀନ ଉଚ୍ଚ ରେକର୍ଡ ସୃଷ୍ଟି କରିବା ପାଇଁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+