Get Updates
Get notified of breaking news, exclusive insights, and must-see stories!

୯୩ ବର୍ଷ ବୟସରେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀ ନୀଲମବେନ ପାରିଖଙ୍କ ପରଲୋକ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀ ନୀଲମବେନ ପାରିଖଙ୍କ ପରଲୋକ ଘଟିଛି । ମଙ୍ଗଳବାର ଦିନ ନୀଲମବେନ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ସ୍ୱଭାବରେ ସେ ଜଣେ ଗାନ୍ଧୀବାଦୀ ଥିଲେ । ସମାଜମଙ୍ଗଳ କାର୍ଯ୍ୟରେ ସେ ନିଜର ଜୀବନକୁ ଉତ୍ସର୍ଗ କରିଦେଇଥିଲେ । ବିଶେଷ କରି ନାରୀ ଶସକ୍ତିକରଣ ଏବଂ ଗ୍ରାମିଣ ବିକାଶ କ୍ଷେତ୍ରରେ ସେ କାମ କରୁଥିଲେ ।

Mahatma Gandhi s great-granddaughter

ପୁଅ ଡା. ସମୀର ପାରିଖଙ୍କ ପାଖରେ ରହୁଥିଲେ ନୀଲମବେନ । ସେ ଏକ ଅନୁଷ୍ଠାନ ତିଆରି କରିଥିଲେ, ଯାହାର ନାଁ ଥିଲା ଦକ୍ଷିଣାପଥ । ଏହା ଜରିଆରେ ନୀଲମବେନ ଆଦିବାସୀ ମହିଳାମାନଙ୍କୁ କୁଶଳୀ ହେବାର କଳା ଶିଖାଉ ଥିଲେ ।ଏହାଛଡ଼ା ଗ୍ରାମିକ ଲୋକଙ୍କ ବିକାଶ ଦିଗରେ ନୀଲମବେନ ଏବଂ ସ୍ୱାମୀ ୟୋଗେନ୍ଦ୍ର ଭାଇ କାମ କରୁଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+