ତାତିଲା ମହାରାଷ୍ଟ୍ର ରାଜନିତୀ: କିଏ ହେବେ ମୁଖ୍ୟମନ୍ତ୍ରୀ, ଦିନ ୩ଟାରେ ପ୍ରେସମିଟ୍ କରିବେ ଏକନାଥ ସିନ୍ଦେ
Maharashtra News: ସରିଛି ନିର୍ବାଚନ ହେଲେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସରିନି ଅଙ୍କ କଶା । ମୁଖ୍ୟମନ୍ତ୍ରୀ ଚେୟାରରେ କିଏ ବସିବ ତାକୁ ନେଇ ଲାଗି ରହିଛି ଦ୍ୱନ୍ଦ । ବିଜେପି ଚିନ୍ତାରେ ପଡିଥିବା ବେଳେ ଶିବସେନା ଦାବି ରଖିବା ନେଇ ହେଉଛି ଚର୍ଚ୍ଚା । କୁହାଯାଉଛି ଏକନାଖ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ ବୋଲି ଶିବସେନା କହିଛି ।

ସପେଟେ ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ, ଏକନାଥ ସିନ୍ଦେଙ୍କ ରାଗ ବର୍ତ୍ତମାନ ଦୂର ହୋଇଛି ଏବଂ ମୁଖ୍ୟମନ୍ତ୍ରୀ ପଦ ନେଇ ଆଜିଠୁ ସମସ୍ତ ବୈଠକ କରିବେ ଗତ ଦୁଇ ଦନ ହେବ ଏକନାଥ ସିନ୍ଦେ ସମସ୍ତ ସଭା ବନ୍ଦ କରିଦେଇଥିଲେ। ଆଜି ଅପରାହ୍ନ ୩ଟାରେ ପ୍ରେସ କନଫରେନ୍ସ କରିବେ ସିନ୍ଦେ ।












Click it and Unblock the Notifications