Maharashtra, Jharkhand Polls 2024: ଡେଲିହଣ୍ଟରେ ପାଆନ୍ତୁ ଦୃତ ଅପଡେଟ୍, ଟ୍ରେଣ୍ଡସ ଏବଂ ଇନସାଇଟ୍
ଆସନ୍ତା ନଭେମ୍ବର ୨୩ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣନା କରାଯିବ । ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବାବେଳେ ଝାଡଖଣ୍ଡର ୮୧ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ, ନଭେମ୍ବର ୧୩ ଏବଂ ନଭେମ୍ବର ୨୦ ରେ ହୋଇଥିଲା।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ପାଇଁ ମୋଟ ୪,୧୩୬ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଯାହା ୨୦୧୯ ନିର୍ବାଚନରେ ୩,୨୩୯ ପ୍ରାର୍ଥୀଙ୍କ ଠାରୁ ୨୭.୭% ଠାରୁ ଅଧିକ । ୨୦୧୯ରେ, ନିର୍ବାଚନ ରେ ବିଜେପି-ଶିବସେନା ଏବଂ କଂଗ୍ରେସ-ଏନସିପି ମେଣ୍ଟ ରହିଥିଲା । ଅବଶ୍ୟ, ୨୦୨୪ ମସିହାରେ ରାଜନୈତିକ ଦୃଶ୍ୟପଟ୍ଟକୁ ଦେଖିଲେ ଦୁଇ ବର୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଛି ।

୬ଟି ପ୍ରମୁଖ ରାଜନୈତିକ ଦଳ :
- ବିଜେପି
- କଂଗ୍ରେସ
- ଶିବସେନା (ଏକନାଥ ସିନ୍ଦେ ଦଳ)
- ଶିବସେନା (ଉଦ୍ଧବ ଠାକରେ ଦଳ)
- ଏନସିପି (ଅଜିତ ପାୱାର ଦଳ)
- ଏନସିପି (ଶରଦ ପାୱାର ଦଳ)
ପ୍ରାର୍ଥୀମାନଙ୍କ ମଧ୍ୟରେ ୨୦୮୬ ସ୍ୱାଧୀନ, ବିଭିନ୍ନ ରାଜନୈତିକ ପ୍ରତିଯୋଗିତାକୁ ଏହା ସୂଚିତ କରେ । ଏହି ନିର୍ବାଚନର ଫଳାଫଳର ଜାତୀୟ ପ୍ରଭାବ ରହିଛି ବୋଲି ଆଶା କରାଯାଉଛି ।
ଝାଡଖଣ୍ଡ ବିଧାନସଭା ନିର୍ବାଚନ
ଝାଡଖଣ୍ଡ ୮୧ ବିଧାନସଭା ଆସନ ପାଇଁ ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ବିଭକ୍ତ ହୋଇଥିଲା । ନଭେମ୍ବର ୧୩ ରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟରେ ୪୩ ଟି ନିର୍ବାଚନମଣ୍ଡଳୀ ପାଇଁ ୭୩ ମହିଳା ଏବଂ ଜଣେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ସମେତ ୬୮୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ ।
ଦ୍ୱିତୀୟ ପର୍ଯ୍ୟାୟରେ, ନଭେମ୍ବର ୨୦ ରେ, ୫୨୮ ପ୍ରାର୍ଥୀ ୩୮ଟି ନିର୍ବାଚନମଣ୍ଡଳୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ମୋଟାମୋଟି ଭାବେ, ଉଭୟ ପର୍ଯ୍ୟାୟରେ ମତଦାନରେ ୧୨୧୧ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ ।
Dailyhunt's Comprehensive Election Coverage
ଡେଲିହଣ୍ଟ ପୁନର୍ନିମିତ Election Zone ରେ, ନିର୍ବାଚନ ସମ୍ବନ୍ଧୀୟ ଖବର ପ୍ରଦାନରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରାଯାଇଛି । ମୌଳିକ ଅପଡେଟରେ ସୀମିତ ନରହି ନିମ୍ନଲିଖିତ ସୂଚନା ପ୍ରଦାନ କରିବ ..
- ଦଳ ଏବଂ ପ୍ରାର୍ଥୀଙ୍କ ସମସ୍ତ ସୂଚନା: ବିସ୍ତୃତ ପ୍ରୋଫାଇଲ୍ ଏବଂ ତାଲିକା
- ରିଅଲ ଟାଇମ୍ ଅପଡେଟସ୍: ନିର୍ବାଚନ ଖବର ଶୀଘ୍ର ଦେବ ଏବଂ ନିର୍ବାଚନ କାର୍ଡ ସେୟାର କରିବା
- ନିରପେକ୍ଷ ବିଶ୍ଳେଷଣ: ପାର୍ଟି ରଣନୀତି ଏବଂ ଭୋଟର ଧାରା ଉପରେ ସୂଚନା
- ମଲ୍ଟିମିଡ଼ିଆ ଏକ୍ସପେରିୟେନ୍ସ: ଲାଇଭ୍ ଭିଡିଓ, ଭାଇରାଲ୍ ମେମ୍, ଇଣ୍ଟରାକ୍ଟିଭ୍ କୁଇଜ୍ ଏବଂ ଆକର୍ଷଣୀୟ ନିର୍ବାଚନ କାହାଣୀ
Dailyhunt also offers:
ଲାଇଭ୍ ରେଜଲ୍ଟ: ଭଳି ଇଜି-ଟୁ- ରିଡ ମେଥଡରେ ଦ୍ରୁତ ଅପଡେଟ୍
ଟ୍ରେଣ୍ଡ ଆନାଲିସିସ୍: ପୂର୍ବ ଫଳାଫଳ ଏବଂ ଆସନ ପରିବର୍ତ୍ତନ ସହିତ ବିସ୍ତୃତ ତୁଳନା, ଉଭୟ ନିର୍ବାଚନମଣ୍ଡଳୀ ଓ ରାଜ୍ୟ ଅନୁସାରେ
ସୋସିଆଲ୍ ମିଡିଆ ପ୍ରତିକ୍ରିୟା: ଟ୍ୱିଟର ପରି ପ୍ଲାଟଫର୍ମରେ ଟ୍ରେଣ୍ଡିଂ ଆଲୋଚନା
ଫଳାଫଳ ଘୋଷଣା ହେବାପରେ, ଡେଲିହଣ୍ଟ ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ ଠାରୁ ସାଧରଣ ଜନତା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଭଲ ଏବଂ ଗଭୀର ବିଶ୍ଳେଷଣ କରିବା ନେଇ ପ୍ରତିଶ୍ରୁତି ବଦ୍ଧ । ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ନିର୍ବାଚନ ଫଳାଫଳ ସମ୍ବନ୍ଧରେ ବିଜୁଳି ଗତି ଠାରୁ ଆହୁରି ଦୃତ୍ ଅପଡେଟ ଏବଂ ବିଶେଷଜ୍ଞ ଠାରୁ ଅଧିକ ଜାଣିବା ପାଇଁ ଯୋଡ଼ି ହୋଇ ରୁହନ୍ତୁ।












Click it and Unblock the Notifications