ଆସନ୍ତା କାଲି ଆସିବ ଝାଡ଼ଖଣ୍ତ-ମହାରାଷ୍ଟ୍ରର ନିର୍ବାଚନ ରେଜଲ୍ଟ

Maharashtra-Jharkhand Eelection Result: ମହାରାଷ୍ଟ୍ରର ସମସ୍ତ ୨୮୮ ବିଧାନସଭା ଆସନ ଏବଂ ଝାଡଖଣ୍ଡର ମୋଟ ୮୧ ଟି ସିଟ୍ ମଧ୍ୟରୁ ଅବଶିଷ୍ଟ ୩୭ ଟି ସିଟ୍ ପାଇଁ ମତଦାନ ଶେଷ ହୋଇଛି । ଆସନ୍ତାକାଲି ଆସିବ ମହାରାଷ୍ଟ୍ର ଓ ଝାଡ଼ଖଣ୍ତ ବିଧାନସଭା ନିର୍ବାଚନ ଫଳାଫଳ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୨୦୧୯ରେ ନିର୍ବାଚନରୁ ମହାରାଷ୍ଟ୍ର ନିର୍ବାଚନରେ ଅନେକ ପରିବର୍ତ୍ତନ ଦେଖିବା ପାଇଁ ମିଳିଥିଲା । ତିନି ଜଣ ମୁଖ୍ୟମନ୍ତ୍ରୀ ଓ ୪ ଜଣ ଉପମୁଖ୍ୟମନ୍ତ୍ରୀ ରାଜ୍ୟରେ ରିହିସାରିଲେଣି । ତେବେ ଏଥର ଝାଡ଼ଖଣ୍ତ ରାଡନୈତୀକ ମାହୋଲ ମଧ୍ୟ ଖୁବ ସରଗରମ ରହିଥିଲା । ତେବେ ଆସନ୍ତାକାଲି ଦୁଇ ରାଜ୍ୟରେ ନିର୍ବାଚନ ଫଳାଫଳ ଉପରେ ରହିଛି ସାରା ଦେଶର ନଜର ।

ବର୍ତ୍ତମାନ ଝାରଖଣ୍ଡରେ ଜେଏମଏମ ଓ କଂଗ୍ରେସ କ୍ଷମତାରେ ରହିଛନ୍ତି। ଅଧିକାଂଶ ଏକଜିଟ ପୋଲର ରିପୋର୍ଟ ଅନୁସାରେ ଜେଏମଏମ, କଂଗ୍ରେସ ଓ ଅନ୍ୟ ଦଳକୁ ନେଇ ଗଠନ ହୋଇଥିବା ଇଣ୍ଡିଆ ମେଣ୍ଟ ଝାରଖଣ୍ଡରେ ଗାଦିଚ୍ୟୁତ ହେବେ। ଏହାର ଅର୍ଥ ବିଜେପି ନେତୃତ୍ୱାଧୀନ ଏନଡିଏ କ୍ଷମତାକୁ ଫେରିବ।

Maharashtra- Jharkhand election

ଚାଣକ୍ୟ ଷ୍ଟ୍ରାଟେଟିଜ୍‌ ଏକ୍‌ଜିଟ୍‌ ପୋଲ୍‌ ମହାୟୁତି ପ୍ରତ୍ୟାବର୍ତ୍ତନକୁ ଦର୍ଶାଉଛି । ଏକ୍‌ଜିଟ୍‌ ସର୍ଭେ ଅନୁଯାୟୀ ଭାଜପା ସହଯୋଗୀ ଦଳ ୧୫୨-୧୬୦ ସିଟ୍‌ ପାଇବ । କଂଗ୍ରେସ ମିଳିତ ମେଣ୍ଟ ୧୩୦-୧୩୮ ସିଟ୍‌ ପାଇବ ବୋଲି ଆଶା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+