Maharashtra, Jharkhand exit poll results live updates: ଏକଜିଟ୍ ପୋଲରେ ଏନଡିଏ ଆଗରେ
Exit Poll Live: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ପାଇଁ ସିରିଛି ଭୋଟ ଗ୍ରହଣ ସରିଛି । ପ୍ରାର୍ଥୀଙ୍କ ଭାଗ୍ୟ EVMରେ ସିଲ ହୋଇଛି । ଏବେ ସମସ୍ତଙ୍କ ଅପେକ୍ଷା ଆସନ୍ତା ଶନିବାର ଅର୍ଥାତ ୨୩ ତାରିଖକୁ । କାରଣ ସେହିଦିନ ଭୋଟ ଗଣତି ହେବା ସହ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ସହ ଆଉ 10ଟି ରାଜ୍ୟର 31 ଆସନ ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଭୋଟ ଶେଷ ହେବା ମାତ୍ରେ ବିଭିନ୍ନ ସଂସ୍ଥା ପକ୍ଷରୁ ସାମ୍ନାକୁ ଆସିଛି ଏକଜିଟ ପୋଲ ରେଜଲ୍ଟ (Exit Poll Results) ବା ବୁଥ ବାହୁଡା ମତ ।
ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ରହିଥିବା ବେଳେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୫ । ବିଭିନ୍ନ ଏକଜିଟ ପୋଲର ଆକଳନ ଅନୁସାରେ ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତି ପୁଣିଥରେ କ୍ଷମତାକୁ ଫେରିପାରେ । ସେହିପରି ଝାଡ଼ଖଣ୍ଡ ୮୧ ବିଧାନସଭା ଆସନ ରହିଥିବା ବେଳେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୪୧ । ତେବେ ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସହ ବିଜେପିର କଡ଼ା ଟକ୍କର ହେଉଛି ।

କିଏ ହେବେ ମହାରାଷ୍ଟ୍ର ନୂତନ ମୁଖ୍ୟମନ୍ତ୍ରୀ ? ସର୍ଭେରେ ଏହି ନେତାଙ୍କୁ ମିଳିଛି ସବୁଠୁ ଅଧିକ ପସନ୍ଦ
ଝାଡ଼ଖଣ୍ଡରେ ଏନଡିଏ ଆଗୁଆ ରହିଥିବା ବିଭିନ୍ନ ଏକ୍ଜିଟ୍ ପୋଲ୍ରେ ଦର୍ଶାଯାଇଛି
୪ଟି ଏକ୍ଜିଟ୍ ପୋଲ୍ ଅନୁସାରେ କଂଗ୍ରେସ ନେତୃତ୍ୱାଧୀନ ମହାବିକାଶ ଆଘାଡି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରେ।
୮ଟି ଏକ୍ଜିଟ୍ ପୋଲ୍ ମଧ୍ୟରୁ ୫ ଟିରେ ବିଜେପି
ଏକାଧିକ ଏକଜିଟ ପୋଲ ସଂସ୍ଥା ସର୍ଭେ ମୁତାବକ ଝାଡ଼ଖଣ୍ଡରେ ...
ଜି ନ୍ୟୁଜ୍ ର ଏକଜିଟ୍ ପୋଲର ପୂର୍ବାନୁମାନ ଅନୁଯାୟୀ ୟୁପିରେ
ଆକ୍ସିସ୍ ମାଇଁ ଇଣ୍ଡିଆର ଏକଜିଟ୍ ପୋଲ୍ ଅନୁସାରେ, ଏନଡିଏକୁ ମାତ ଦେଇପାରେ ଇଣ୍ଡି ମେଣ୍ଟ
ଭାଜପା ନେତୃତ୍ୱାଧୀନ ମହାୟୁତି ପୁଣି ସରକାର ଗଠନ କରିବ
ମହାରାଷ୍ଟ୍ରରେ ଫେରିବ ମହାୟୁତି, ଏକଜିଟ୍ ପୋଲ
ଝାଡଖଣ୍ଡରେ ବିଜେପି ମିଳିତ ମଞ୍ଚ
ଏକଜିଟ ପୋଲ୍ ଉପରେ ରାଞ୍ଚି ମହୁଆ ମାଜିର ଜେଏମ୍ଏମ୍ ପ୍ରାର୍ଥୀ କହିଛନ୍ତି
#WATCH | On exit polls, JMM candidate from Ranchi, Mahua Maji says, "We don't trust exit polls. You saw what happened in Lok Sabha polls...INDIA alliance will form the government in Jharkhand...." pic.twitter.com/RHxbjt62Hu
— ANI (@ANI) November 20, 2024
ଏକଜିଟ୍ ପୋଲ ଉପରେ ବିଜେପି ନେତା ଆରପି ସିଂ ପ୍ରତିକ୍ରିୟା
#WATCH | On exit polls for Maharashtra and Jharkhand elections, BJP leader RP Singh says, "In both the states, BJP-NDA will get blessings of the people. Maharashtra should have seen a higher polling percentage. Hope the final voter turnout will be above 70% each for the two… pic.twitter.com/KPK8b9CAqO
— ANI (@ANI) November 20, 2024


















Click it and Unblock the Notifications