Get Updates
Get notified of breaking news, exclusive insights, and must-see stories!

ନାଗପୁର ହିଂସା ଉପରେ କେନ୍ଦ୍ରମନ୍ତ୍ରୀଙ୍କ ବୟାନ, କହିଲେ ରାଜ୍ୟ ସରକାର.....

ନାଗପୁର ହିଂସାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ମହାରାଷ୍ଟ୍ର ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି । ଆଜି ସଂସଦ ବାହାରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଯୋଶୀ କହିଛନ୍ତି, ରାଜ୍ୟ ସରକାର ଦକ୍ଷତାର ସହ ପରିସ୍ଥିତିର ମୁକାବିଲା କରିଛନ୍ତି ।

ଏହି ଘଟଣାରେ ବିରୋଧୀଦଳ ଗୁଡ଼ିକର ଷଡ଼ଯନ୍ତ୍ର ରହିଛି ବୋଲି ଥାନେର ଶିବସେନା ସାଂସଦ ନରେଶ ମହାସ୍କେ କହିଛନ୍ତି । ରାଜ୍ୟ ବାହାରର ଲୋକମାନେ ଏହି ହିଂସା ପ୍ରସାର କରିଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ସେ ଅଭିଯୋଗ କରିଛନ୍ତି ।

Nagpur violence

ଅନ୍ୟପଟେ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ, ଗଣମାଧ୍ୟମକୁ କହିଛନ୍ତି ନାଗପୁରରେ ଶାନ୍ତି ବଜାୟ ରହିବା ଆବଶ୍ୟକ ଏବଂ ଦୋଷୀକୁ ଦଣ୍ଡ ମିଳିବା ଉଚିତ । ଅନ୍ୟପକ୍ଷରେ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଅଭିଯୋଗ କରିଛନ୍ତି ଯେ ନୂଆ ସରକାର ଆସିବା ପରେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସ୍ଥିତି ଭୁଶୁଡ଼ି ପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+