ମହାରାଷ୍ଟ୍ର ପାଇଲା ପ୍ରଥମ ମହିଳା ମୁଖ୍ୟ ସଚିବ , ଦାୟିତ୍ୱ ଗ୍ରହଣ କଲେ ସୁଜତା ସୌନିକ

ମୁମ୍ବାଇ: ମହାରାଷ୍ଟ୍ର ପାଇଲା ପ୍ରଥମ ମହିଳା ମୁଖ୍ୟ ସଚିବ । ବରିଷ୍ଠ ଆଇଏଏସ୍ ଅଧିକାରୀ ସୁଜତା ସୌନିକ ରବିବାର ମହାରାଷ୍ଟ୍ରର ମୁଖ୍ୟ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ସହ ମହାରାଷ୍ଟ୍ରର ୬୪ ବର୍ଷ ଇତିହାସରେ ଆଇଏଏସ୍ ସୁଜାତା ସୌନିକ ପ୍ରଥମ ମହିଳା ମୁଖ୍ର ସଚିବ ହୋଇଛନ୍ତି । ସୁଜାତା ସୌନିକ ୧୯୮୭ ବ୍ୟାଚର ଆଇଏଏସ ଅଧିକାରୀ ।

Sujata Saunik

ତାଙ୍କ ସ୍ୱାମୀ ମନୋଜ ସୌନିକ ମଧ୍ୟ ମୁଖ୍ୟ ଶାସନ ସଚିବ ରହିଥିଲେ । ସୁଜାତା ସୌନିକ ଏହା ପୂର୍ବରୁ ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ତୁଲାଇଥିଲେ । ଯାହା ପରେ ଏବେ ତାଙ୍କୁ ମୁଖ୍ୟ ଶାସନ ସଚିବ ପଦର ସୁଯୋଗ ମିଳିଛି । ମୁଖ୍ୟ ଶାସନ ସଚିବ ଭାବରେ ସୁଜାତା ସୌନିକଙ୍କ କାର୍ଯ୍ୟକାଳ ଏକ ବର୍ଷ ହେବ ଏବଂ ସେ ଜୁନ୍ ୨୦୨୫ରେ ଅବସର ନେବେ । ସେ ରବିବାର ଦିନ ମୁଖ୍ୟ ଶାସନ ସଚିବ ନିତିନ କରିରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+