ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ଅପରାହ୍ନ ୩ ଟା ପର୍ଯ୍ୟନ୍ତ ୪୫.୫୩% ମତଦାନ
Maharashtra Assembly Elections 2024: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ନିର୍ବାଚନ ଆୟୋଗର ଅଧିକାରୀଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଅପରାହ୍ନ 3 ଟା ପର୍ଯ୍ୟନ୍ତ 45.53% ମତଦାନ ହୋଇଥିଲା।













Click it and Unblock the Notifications